ପାକିସ୍ତାନରେ ଭୁଶୁଡିଲା ସ୍କୁଲ ଛାତ, ୨୮ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷୟତ୍ରୀ ମୃତ
ପାକିସ୍ତାନ: ଗୁରୁବାର ପାକିସ୍ତାନ ପେଶାୱାରରେ ଅଘଟଣ । ସ୍କୁଲ ଚାଲିଥିବା ବେଳେ ଛିଡି ପଡିଲା କ୍ଲାସ ରୁମ୍ ଛାତ । ଘଟଣାସ୍ଥଳରେ ପ୍ରାୟ ୨୮ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛିା ଘଟଣାରେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଲିଛି । ସହର…