Latest Odisha News

BREAKING NEWS

Yearly Archives

2026

Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ

ସମ୍ବଲପୁର:ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । ଗତ ରାତିରେ ରେଙ୍ଗାଲି ଥାନା ଅଞ୍ଚଳରେ ଚୋରା କଫ୍ ସିରପ ଚାଲାଣ ବେଳେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ଜଣେ ନିଶା ମାଫିଆ ଆହତ ହୋଇଥିବାବେଳେ ପୋଲିସ ବିପୁଳ…

Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି…

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲ ତାଙ୍କ ଗୁଇନ୍ଦା ଜୀବନର ଏକ ଅତ୍ୟନ୍ତ ଚାପପୂର୍ଣ୍ଣ ଘଟଣା ବିଷୟ ମନେପକାଇଛନ୍ତି । IIT ରୁର୍କିର ସମାବର୍ତ୍ତନ ସମାରୋହରେ ଯୋଗଦେଇ ସେ କହିଛନ୍ତି, ଯୁବାବସ୍ଥାରେ ସିକ୍କିମ୍‌ରେ ଦାୟିତ୍ୱରେ ଥିବା ସମୟରେ ଏକ ଗୁପ୍ତ ମିଶନ୍…

BBSR Family Tragedy: ତୁରୀ, ମହୁରୀରେ କମ୍ପିଥାନ୍ତା, କାନ୍ଦ ବୋବାଳିରେ ଫାଟୁଛି; କେଡେ ନିଷ୍ଠୁର ଏ ଦଇବ!…

ଭୁବନେଶ୍ୱର: ସପ୍ତାହକ ତଳେ ଏହି ଘରେ ଥିଲା ହସଖୁସିର ପରିବେଶ। ଝିଅର ନିର୍ବନ୍ଧ ପାଇଁ ଚାଲିଥିଲା ପ୍ରସ୍ତୁତି। ଘରେ ଶୁଭକାର୍ଯ୍ୟର ଆଲୋଚନା, ସମ୍ପର୍କୀୟଙ୍କ ଆସିବା-ଯିବା ଏବଂ ଉତ୍ସବର ମାହୋଲ। ହେଲେ ଆଜି ସେହି ଘରେ ଶୁଭ ଗୀତ ବଦଳରେ ଶୁଭୁଛି କାନ୍ଦ ବୋବାଳି । ଛାତି ପିଟି ପିଟି କାନ୍ଦୁଛନ୍ତି…

Surama Padhy in Cape Town: ଦିବ୍ୟାଙ୍ଗଙ୍କ ପାଇଁ ସଂସଦ ହେଉ ଅଧିକ ସମାବେଶୀ; କେପ୍‌ଟାଉନ୍‌ରେ ଓଡ଼ିଶାର ଉଦାହରଣ…

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ଆୟୋଜିତ କମନୱେଲ୍ଥ ପାର୍ଲାମେଣ୍ଟାରୀ ଆସୋସିଏସନ୍‌ (CPA) କାର୍ଯ୍ୟକ୍ରମରେ ଯୋଗଦେଇ ଦିବ୍ୟାଙ୍ଗଙ୍କ ପାଇଁ ସଂସଦୀୟ ଗଣତନ୍ତ୍ରରେ ଅଧିକ ସମାବେଶ ଓ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ।…

Odisha Silicon Valley: ନରାଜ ହେବ ଓଡ଼ିଶାର ‘ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ…

ଭୁବନେଶ୍ୱର: ସେମିକଣ୍ଡକ୍ଟର ଓ ଆଡଭାନ୍ସ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ବଡ଼ ପଦକ୍ଷେପ। କଟକର ନରାଜରେ ୮୭୦ ଏକର ଜମିରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଶିଳ୍ପ ପାଇଁ ଏହାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍‌…

Deepveer: ଦୀପିକା-ରଣଭୀରଙ୍କ ଘରେ ପୁଣି ଖୁସିର ଲହରୀ, ଘରେ ପଡିଲା ରାଧାରାଣୀଙ୍କ ପାଦ…

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ ଦମ୍ପତି ଦୀପିକା ପାଦୁକୋନ ଓ ରଣଭୀର ସିଂହଙ୍କ ଘରେ ପୁଣି ଖେଳିଛି ଖୁସିର ଲହରୀ। ଦମ୍ପତି ଦ୍ୱିତୀୟ ସନ୍ତାନର ମାତାପିତା ହୋଇଛନ୍ତି। ଶନିବାର, ସେପ୍ଟେମ୍ବର ୧୯ରେ ଦୀପିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଦୁହେଁ ସୋସିଆଲ ମିଡିଆରେ ଜଣାଇଛନ୍ତି। ଏହି…

Heavy Rain Alert: ୨୨ରେ ଗଭୀର ଅବପାତ! ଓଡ଼ିଶାରେ ପ୍ରବଳ ବର୍ଷିବ…ଆଗାମୀ ୩-୪ ଦିନ ଉପରେ ନଜର…

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହାର…

Iran-US Talk: ଆମେରିକା ସହ ଆଲୋଚନା ପାଇଁ ଇରାନର ୭ ସର୍ତ୍ତ, ଟ୍ରମ୍ପ ନମାନିଲେ ‘ନିର୍ଣ୍ଣାୟକ ଯୁଦ୍ଧ’ ଧମକ!

ନୂଆଦିଲ୍ଲୀ: ଆମେରିକା ସହ ପୁଣିଥରେ ଆଲୋଚନା ଆରମ୍ଭ କରିବା ପାଇଁ ଇରାନ ନିଜର ୭ଟି ସର୍ତ୍ତ ରଖିଛି। କାତାର ମଧ୍ୟସ୍ଥତାରେ ଏହି ସର୍ତ୍ତଗୁଡ଼ିକୁ ଆମେରିକା ନିକଟରେ ପହଞ୍ଚାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଏହି ଦାବିଗୁଡ଼ିକୁ ଗ୍ରହଣ ନକଲେ ଇରାନ ‘ନିର୍ଣ୍ଣାୟକ ଯୁଦ୍ଧ’ ପାଇଁ…

ସଙ୍କଟରେ ମକ୍କା ପ୍ରତିରକ୍ଷା ଚୁକ୍ତି: କାହାକୁ ଡରୁଛି ପାକିସ୍ତାନ?

ଦିଲ୍ଲୀ : ହୁତି ସଂଗଠନର ଚେତାବନୀ ପରେ ପାକିସ୍ତାନ ଓ ତୁର୍କୀର ଆଭିମୁଖ୍ୟ ବଦଳିଲା । ସାଉଦି ଆରବ, ପାକିସ୍ତାନ ଓ ତୁର୍କୀ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ ଏବେ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଛି। ସାଉଦି ଆରବର ବିଭିନ୍ନ ତୈଳ ପ୍ରକଳ୍ପ ଓ ପବିତ୍ର…

Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ

ବ୍ରଜରାଜନଗର: ଗାଡ଼ି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ଏକାଧିକ ଅପରାଧୀଙ୍କୁ କାବୁ କରାଯାଇଛି । ଏହି ଅଭିଯାନରରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ୩ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି। ବ୍ରଜରାଜନଗର ଗୋଲଚକର ଛକରେ ଏସ୍‌ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବ୍ଲକିଂ ଓ…