ମସ୍କୋ ଆକାଶରେ ଡ୍ରୋନ୍ ବର୍ଷା : ଇଲେକ୍ସନ ଭିତରେ ଭୟଙ୍କର ବିସ୍ଫୋରଣ
ମସ୍କୋ : ଋଷର ସଂସଦୀୟ ନିର୍ବାଚନର ଶେଷ ଦିନରେ ରାଜଧାନୀ ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ରୁଷିଆର ଦାବି ଅନୁଯାୟୀ, ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଏହି ବଡ଼ ଆକ୍ରମଣରେ ଅତିକମରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୁଖ୍ୟ ତୈଳ ବିଶୋଧନାଗାର…