ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
ନୂଆଦିଲ୍ଲୀ: ଖେଳପ୍ରେମୀଙ୍କ ପାଇଁ ଖୁସି ଖବର । ନୂଆ ଆଇପିଏଲ ସିଜନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ ସିଂହଙ୍କ ଏଂଟ୍ରି । କୋଚିଂ ଷ୍ଟାଫ୍ରେ ଯୋଗଦେଲେ ଯୁବରାଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷକ ଭୂମିକା ନେଇଛନ୍ତି ୟୁଭି । ୧୧ ବର୍ଷ ପରେ ଏହି…