ଟି୨୦ ବିଶ୍ୱକପ ଫାଇନାଲ: ହୋଟେଲ, ଡ୍ରେସିଂ ରୁମ ବଦଳାଇଲା ଟିମ ଇଣ୍ଡିଆ
ଅହମ୍ମଦାବାଦ: ମାର୍ଚ୍ଚ ୮ରେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୨୦୨୩ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ଏଥର ଟିମ ଇଣ୍ଡିଆ ହୋଟେଲ ଏବଂ ଡ୍ରେସିଂ ରୁମରେ ପରିବର୍ତନ କରିଛି । ନକାରାତ୍ମକ ଧାରାକୁ…