Assam Su-30MKI crash: SU-30MKI ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ୍ ଦୁଇ ପାଇଲଟ, ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଆସାମରେ ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପାଇଲଟମାନେ ଗୁରୁତର ଆହତ ହୋଇଥିଲେ ଏବଂ ଏବେ ତାଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଏବଂ ସହିଦ ସୈନିକଙ୍କ ମୃତଦେହ ଉଦ୍ଧାର କରିଛନ୍ତି।…