ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ
ନୂଆଦିଲ୍ଲୀ: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ମାନସିକ ପରିବର୍ତ୍ତନ, ଭୁଲ୍ ଏବଂ ଅତୀତର କଠିନ ସମୟ ବିଷୟରେ ୱିକେଟକିପର-ବ୍ୟାଟର ଇଶାନ କିଶନ ଖୋଲାଖୋଲି ଆଲୋଚନା କରିଛନ୍ତି । ୨୦୨୩ ଶେଷ ଆଡ଼କୁ ଟିମ୍ରୁ ବାହାରିବା ଏବଂ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ହରାଇବା ପରେ, ସେ…