Smriti Irani’s KSBKBT : ୨୫ ବର୍ଷରେ ୨୦୦୦ ଏପିସୋଡ୍ ପୂରଣ କରିଛି ସ୍ମୃତି ଇରାନୀଙ୍କ ଲୋକପ୍ରିୟ ଟିଭି ଶୋ…
ମୁମ୍ୱାଇ: ଦିନ ଥିଲା ଯେତେବେଳେ ଲୋକମାନେ କ୍ୱଚିତ୍ ସିନେମା ଘରକୁ ଯାଉଥିଲେ, ଏବଂ ଘରେ ମନୋରଞ୍ଜନର ପ୍ରାଥମିକ ଉତ୍ସ ଥିଲା ଟେଲିଭିଜନ। ଏହି ସମୟରେ, ଟିଭି ଧାରାବାହିକଗୁଡ଼ିକ ସବୁଠି ରାଜ୍ କରୁଥିଲା। ଅନେକ ଧାରାବାହିକ ଆଜି ବି ଭାରତୀୟଙ୍କ ହୃଦୟରେ ବଞ୍ଚିଛି। ସେମାନଙ୍କ ମଧ୍ୟରେ ସବୁଠୁ ବେଶୀ…