Sugar Prices: କାହିଁକି ଉପରମୁହାଁ ଚିନି ଦର? ୬୦ ଛୁଇଁଲାଣି କିଲୋ! ସରକାର କହିଲେ ପ୍ରକୃତ କାରଣ…
ନୂଆଦିଲ୍ଲୀ: ଚା’ରେ ଚିନି ଟିକେ ଅଧିକ ପଡ଼ିଲେ ଏବେ ପକେଟ୍ ଉପରେ ବି ପ୍ରଭାବ ପଡ଼ୁଛି। ଗତ ଏକ ମାସ ମଧ୍ୟରେ ଦେଶରେ ଚିନି ଦରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। କିଲୋ ପିଛା ହାରାହାରି ଖୁଚୁରା ଦର ୪୮.୧୮ ଟଙ୍କାରୁ ବଢ଼ି ୫୫.୭୦ ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ତ ଚିନି ଦର ୬୦ ଟଙ୍କାରେ ବି ବିକ୍ରି…