Latest Odisha News
Yearly Archives

2026

ମ୍ୟୁଟେସନ୍ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ, ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କାରାଦଣ୍ଡାଦେଶ ଭୋଗିବେ ପୂର୍ବତନ ରାଜସ୍ବ…

ଢେଙ୍କାନାଳ: ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଜସ୍ବ ନିରୀକ୍ଷକ । ଢେଙ୍କାନାଳର ପୂର୍ବତନ ରାଜସ୍ବ ନିରୀକ୍ଷକ ମାଳତୀ ଦେହୁରୀଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବର୍ଷ କାରାଦଣ୍ଡ ଓ ଜରିମାନାରେ ଦଣ୍ଡିତ କରିଛନ୍ତି । ମ୍ୟୁଟେସନ୍ ରିପୋର୍ଟ ପାଇଁ ସେ ଲାଞ୍ଚ ନେଉଥିବା…

ଘରୋଇ ବସକୁ ୮.୪ ଲକ୍ଷ ଫାଇନ; ଅନେକ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଉପରେ ପରିବହନ ଅଧିକାରୀମାନେ ପ୍ରାୟ ତିନି ବର୍ଷ ଧରି ଅନାଦେୟ ରୋଡ ଟ୍ୟାକ୍ସ ସମେତ ଅନେକ ଉଲ୍ଲଂଘନ ଅଭିଯୋଗରେ ୮,୪୦,୧୬୩ ଟଙ୍କାର ଜରିମାନା କରିଛନ୍ତି। ସୂଚନା ଅନୁଯାୟୀ, ବସଟି ଫିଟନେସ୍ ପ୍ରମାଣପତ୍ର, ବୀମା, ପ୍ରଦୂଷଣ ପ୍ରମାଣପତ୍ର…

ଏବେ ଦେଶରେ ଆଉ ହେବନି ଏଲପିଜି ସଙ୍କଟ, ଭାରତ ବଦଳାଇଲା ରଣନୀତି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମାର୍ଚ୍ଚ ଏବଂ ଏପ୍ରିଲରେ ଉପସାଗରୀୟ ଦେଶଗୁଡ଼ିକରୁ ଏଲପିଜି ଆମଦାନୀକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିଥିଲା। ଯାହା ଫଳରେ ଦେଶରେ ଏଲପିଜି ସିଲିଣ୍ଡରର ଅଭାବ ଦେଖାଦେଇଥିଲା। ଏହା ପରେ ଭାରତ ସରକାର କାତାର ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକରୁ ତେଲ…

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାରହା ମୃତ, ଜଣେ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବନାଞ୍ଚଳରେ ଏକ ଫାର୍ମ ହାଉସ୍ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରହାର ମୃତ୍ୟୁ ଘଟିଛି। ଏହି ଘଟଣାରେ ବନ ବିଭାଗ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ, ଖପ୍ରାଖୋଲ ଥାନାର ଦେଦର୍ହ ଗାଁ ନିକଟରେ ଥିବା ସୁଶାନ୍ତ ମେହେର…

Paytmକୁ ହାଇକୋର୍ଟରୁ ବଡ଼ ଝଟକା: ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ (PPBL) ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଙ୍ଗଳବାର (ଜୁଲାଇ ୨୮) ଦିନ କହିଛି ଯେ ନିୟମାବଳୀର ବାରମ୍ବାର ଉଲ୍ଲଂଘନ ଯୋଗୁଁ ବ୍ୟାଙ୍କର ଲାଇସେନ୍ସ ପୂର୍ବରୁ ବାତିଲ ହୋଇସାରିଛି,…

ଇସ୍ତଫା ଦେଲେ ସ୍ବିଗି ଇନଷ୍ଟାମାର୍ଟର ସିଇଓ ଅମିତେଶ ଝା

ନୂଆଦିଲ୍ଲୀ: ଜୋମାଟୋର ପ୍ରତିଦ୍ୱନ୍ଦ୍ୱୀ ସ୍ୱିଗିରୁ ଏକ ବଡ଼ ଖବର ଆସିଛି। ଏହି ଖବର ସ୍ୱିଗିର ଦ୍ରୁତ ବାଣିଜ୍ୟ ବ୍ୟବସାୟ, ସ୍ୱିଗି ଇନଷ୍ଟାମାର୍ଟରୁ ଆସିଛି। ସୂଚନା ଅନୁଯାୟୀ ସ୍ୱିଗି ଇନଷ୍ଟାମାର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତେଶ କୁମାର ଝା ତାଙ୍କ ପଦରୁ ଇସ୍ତଫା…

ସେପ୍ଟିକ୍ ଟାଙ୍କିରେ ଥମୁନି ମୃତ୍ୟୁ ସଂଖ୍ୟା, ଏହି ୧୫ ରାଜ୍ୟକୁ ଅବମାନନା ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ମାନୁଆଲ୍ ସ୍କାଭେଞ୍ଜିଂ ଉପରେ ସୁପ୍ରିମକୋର୍ଟ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସମେତ ୧୫ଟି ରାଜ୍ୟର ମୁଖ୍ୟ ସଚିବଙ୍କୁ କୋର୍ଟ ଅବମାନନା ନୋଟିସ୍ ଜାରି କରିଛନ୍ତି । କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ନାଳ ଏବଂ…

ଆତଙ୍କବାଦୀ ଥିଲେ ଛାତ୍ରଛାତ୍ରୀ, କାହିଁକି ସେମାନଙ୍କ ଉପରେ ପେଲେଟ୍ ଗନ ଚଳାଯାଇଥିଲା? ସଂସଦରେ ପ୍ରିୟଙ୍କା ଗାନ୍ଧୀଙ୍କ…

ନୂଆଦିଲ୍ଲୀ: ସଂସଦରେ ପେପର ଲିକ୍ ରୋକିବା ପାଇଁ ଆଗତ ହେଉଥିବା ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆଲୋଚନା ସମୟରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ପ୍ରବଳ ବର୍ଷିଥିଲେ। ସେ ସରକାରଙ୍କୁ ଟାର୍ଗେଟ କରି ପଚାରିଥିଲେ ଯେ ଛାତ୍ରମାନଙ୍କ ବିରୁଦ୍ଧରେ କାହିଁକି ପେଲେଟ୍ ଗନ୍…

‘୭୫ ବର୍ଷୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ବର୍ଗୀୟ ମା’ଙ୍କୁ ଅସଭ୍ୟ ଭାଷାରେ ଗାଳି କରାହେଲା ଏମାନେ କେଉଁ…

ନୂଆଦିଲ୍ଲୀ: ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଦିଲ୍ଲୀର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦ ଏବେ ଶେଷ ହୋଇଛି । ସରକାର ପ୍ରତିବାଦକାରୀଙ୍କ ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି, ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ତଥାପି, ପ୍ରତିବାଦ ସମୟରେ…

କଂଗ୍ରେସର ହଙ୍ଗାମା, ଅଟକିଲା ଗୃହ କାର୍ଯ୍ୟ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର…

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢ଼ିଚାଲିଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଦୁର୍ନୀତି ଘଟଣାକୁ ନେଇ ସଂସଦରେ ଆଜି ମହାସଂଗ୍ରାମ ଦେଖିବାକୁ ମିଳିଛି। ସୋମବାର ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି ମଧ୍ୟରେ କେନ୍ଦ୍ର ସରକାର 'ଆଣ୍ଟି-ପେପର ଲିକ୍ ବିଲ୍-୨୦୨୬' ଆଗତ…