Latest Odisha News

BREAKING NEWS

Yearly Archives

2026

ଗହୀରମଥାରେ ବେଆଇନ ମାଛଧରା; ୭ ମତ୍ସ୍ୟଜୀବୀ ଗିରଫ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭିତରେ ବେଆଇନ ମାଛ ଧରା ଅଭିଯୋଗରେ ସାତ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଏହି ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ଟ୍ରଲର୍ ଜବତ କରିଛି। ରିପୋର୍ଟ ଅନୁଯାୟୀ,…

‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

ଢାକା: ଏସୀୟ କ୍ରୀଡ଼ା ୨୦୨୬ରେ ବାଂଲାଦେଶ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ କୌଣସି ପଦକ ନ ଜିତିବା ପରେ ବି ଟି-୨୦ ଅଧିନାୟକ ଲିଟନ ଦାସ ନିଜ ପଦରୁ ଓହରିବାକୁ ସଫା ସଫା ମନା କରିଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୬୩ ରନର ଶୋଚନୀୟ ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେବା ପ୍ରଶ୍ନରେ…

ଭାରତୀୟ କମ୍ପାନୀ ଉପରେ ଋଷର ଡ୍ରୋନ ଆକ୍ରମଣ, ଜଣେ ମୃତ

କିଭ୍: ୟୁକ୍ରେନରେ ଭାରତୀୟ ଔଷଧ କମ୍ପାନୀ କୁସୁମ ଗ୍ରୁପ୍‌ର ଔଷଧ କାରଖାନା ଉପରେ ଏକ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଅଧିକାରୀଙ୍କ ଅନୁଯାୟୀ, ୟୁକ୍ରେନର ସୁମିରେ ଥିବା କାରଖାନାରେ ଆକ୍ରମଣ ହୋଇଥିଲା, ଯାହା ପ୍ରାୟତଃ…

ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍‌ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍

ଦୁବାଇ: ଫ୍ଲାଇଦୁବାଇ ବିମାନ FZ1073 ରେ କୋ-ପାଇଲଟ୍ ହମ୍ମାମ ଅଲ୍-ହାମାନି କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାରଙ୍କୁ ଆକ୍ରମଣ କରି ବିମାନକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୨୯ ବର୍ଷୀୟ ଓମାନୀ ନାଗରିକ ଅଲ୍-ହାମାନି ୯/୧୧ ଆକ୍ରମଣ ଶୈଳୀରେ…

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’…

ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ

ଜୟପୁର:ପାର୍ବଣ ପୂର୍ବରୁ ନିଶା କାରବାରୀଙ୍କ ଉପରେ ପୋଲିସର ଏହା ବଡ଼ ଆକ୍ସନ । ଜୟପୁରରେ ବ୍ରାଉନସୁଗର ବିକ୍ରି କରିବାକୁ ଯୋଜନା କରୁଥିଲେ ବ୍ରାଉନସୁଗର ବେପାରୀ । ଖବରପାଇ ୬ଜଣ ଆନ୍ତଃଜିଲ୍ଲା ନିଶା କାରବାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୪୦୩ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି ।…

‘MICE ଇନ୍‌ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ…

ଭୁବନେଶ୍ୱର:ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ଆନୁକୂଲ୍ୟରେ ମେଫେୟାର ସାଙ୍କଚୁଆରୀଠାରେ ‘ଓଡ଼ିଶା ପାଇଁ ଏକ ମଜବୁତ MICE ନୀତି ପ୍ରସ୍ତୁତି ଓ ସହଯୋଗ’ (Inputs on Creating Robust MICE Policy for Odisha and…

ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ

ନୂଆଦିଲ୍ଲୀ: ନିଷ୍ଠାପର ଭାବେ ଉଦ୍ୟମ କଲେ ନିଶ୍ଚିତ ଭାବେ ସଫଳତା ହାସଲ ହୋଇଥାଏ । ନ୍ୟୁଜିଲାଣ୍ଡର ପରିବେଶବିତ, ଜନତା ଓ ସରକାର ଏହାକୁ ପ୍ରମାଣିତ କରିଛନ୍ତି । ଗୋଟିଏ ସମୟରେ ବ୍ଲାକ୍ ରୋବିନ ଚଢ଼େଇର ସଂଖ୍ୟା ସାରା ଦୁନିଆରେ ମାତ୍ର ୫ରେ ପହଞ୍ଚିଯାଇଥିଲା । ଏପରିକି ଏହା ସମ୍ପୂର୍ଣ୍ଣ ବିଲୁପ୍ତ…

ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଜେନାପୁର:ଯାଜପୁର ଜିଲ୍ଲା ଜେନାପୁର ଥାନାର ମଧୁପୁରଗଡ଼ ପଞ୍ଚାୟତରେ ବିଜେଡି ପକ୍ଷରୁ ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ଧର୍ମଶାଳା ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଅଭିଯୋଗ । ଏ ନେଇ ଯାଜପୁର ଏସପିଙ୍କୁ ଭେଟି ଏକ ଲିଖିତ…

ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା…

ଆଇଚି-ନାଗୋୟା: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର ଅଭିଯାନ ଶେଷ ହୋଇଛି । ଭାରତ ୨୧ଟି ସ୍ୱର୍ଣ୍ଣ  ସହ ମୋଟ ୮୫ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ।  ୨୦୦୨ ପରେ ଭାରତ ଏଥର ମହିଳା ବିଭାଗରେ ୧୧ଟି ଏବଂ ପୁରୁଷ ବିଭାଗରେ ୭ଟି ସ୍ୱର୍ଣ୍ଣ ପଦକ…