ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୨
ନୂଆଦିଲ୍ଲୀ: ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ (GFZ) ଅନୁଯାୟୀ, ଶନିବାର ଦିନ ଇଣ୍ଡୋନେସିଆର ଜାଭା ଅଞ୍ଚଳରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଭୂକମ୍ପ ବୋଲି କୁହାଯାଉଛି।
ଏହି ଭୂକମ୍ପଟି ଭୂପୃଷ୍ଠରୁ ୩୭୬ କିଲୋମିଟର (୨୩୪ ମାଇଲ୍)…