Latest Odisha News

BREAKING NEWS

Yearly Archives

2026

ଜାତୀୟ ଖେଳ ପୁରସ୍କାର ୨୦୨୫ ଘୋଷଣା: ୧୨ ବର୍ଷ ପରେ କାହାକୁ ବି ମିଳିଲାନି ଖେଳ ରତ୍ନ, ୧୭ଙ୍କୁ ମିଳିବ ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ଜାତୀୟ ଖେଳ ପୁରସ୍କାର ୨୦୨୫ର ବିଧିବଦ୍ଧ ଘୋଷଣା କରିଛନ୍ତି । ଚଳିତ ବର୍ଷ ୧୭ ଜଣ ପ୍ରମୁଖ ଆଥଲେଟଙ୍କୁ ପ୍ରତିଷ୍ଠିତ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ କରାଯାଇଛି । ତେବେ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ବି…

ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁସାରେ, ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇ ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ…

କୋଇଲା ଖଣି ଏବଂ ଶିଳ୍ପ ଆବର୍ଜନାରୁ ଉଚ୍ଚ-କ୍ଷମତାସମ୍ପନ୍ନ ସଡ଼କ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କଲା NIT ରାଉରକେଲା

ରାଉରକେଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (ଏନ.ଆଇ.ଟି. ରାଉରକେଲା) ର ଗବେଷକମାନେ କୋଇଲା ଖଣି ଏବଂ ଶିଳ୍ପ ଆବର୍ଜନାରୁ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ମିଶ୍ରିତ ସାମଗ୍ରୀ (composite material) ତିଆରି କରି ଏହାର ପେଟେଣ୍ଟ (Patent) ହାସଲ କରିଛନ୍ତି। ଏହି ନୂତନ…

ବନ୍ୟା କ୍ଷୟକ୍ଷତି ସମୀକ୍ଷା: ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩୩% କିମ୍ବା ଊର୍ଦ୍ଧ୍ୱ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। କ୍ଷୁଦ୍ର ଚାଷୀଙ୍କୁ ହେକ୍ଟର ପିଛା ୮୫୦୦ ଟଙ୍କା,…

ବନ୍ୟାରେ ଓଡ଼ିଶାର ୭ଟି ଜିଲ୍ଲା ପ୍ରଭାବିତ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ଯାହା ଫଳରେ ବହୁ ସଂଖ୍ୟକ ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର,…

Free Petrol Langar: ଜଲଦି ଯାଆନ୍ତୁ…ମାଗଣା ପେଟ୍ରୋଲ୍! ମାଗଣା ଆଇଫୋନ୍?

ଚଣ୍ଡିଗଡ: ମାଗଣାରେ ଖାଦ୍ୟ ବଣ୍ଟନ ହେଉଥିବା ଦେଖିଥିବେ, କିନ୍ତୁ ମାଗଣାରେ ପେଟ୍ରୋଲ ମିଳୁଛି ବୋଲି କେବେ ଶୁଣିଛନ୍ତି କି? ବର୍ତ୍ତମାନ ପେଟ୍ରୋଲ୍ ଦର ମହଙ୍ଗା ହେଉଥିବା ବେଳେ ଚଣ୍ଡୀଗଡ଼ରେ ଏଭଳି ଏକ ଅଭିନବ ପଦକ୍ଷେପକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅମୃତସରର ରାକେଶ ତ୍ରେହାନ। ସୋସିଆଲ ମିଡିଆରେ ସେ…

Trump Praises India: ଭାରତର ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ଆମେରିକାରେ ‘ଭୋଟର ଆଇଡି’ ପାଇଁ ଦେଲେ…

ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ସମୟରେ ଭୋଟର ଆଇଡି ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ଜୋରଦାର କରିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଉଦାହରଣ ଭାବେ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତରେ ନିର୍ବାଚନ କିପରି ପରିଚୟପତ୍ର ଆଧାରିତ ଭାବେ ପରିଚାଳିତ ହେଉଛି, ତାହା…

ରାମ ମନ୍ଦିର ଦାନ ଚୋରି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍‌ଚିଟ୍

ଅଯୋଧ୍ୟା: ରାମ ମନ୍ଦିର ଦାନ ଚୋରି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିପୋର୍ଟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ସଦସ୍ୟ ଅନିଲ ମିଶ୍ରଙ୍କ ନାମ…

ଖୋଲିଲା ହୀରାକୁଦର ଆଉ ୩ ଗେଟ୍

ସମ୍ବଲପୁର: ଜଳସ୍ତର ବୃଦ୍ଧି ଏବଂ ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ତିନୋଟି ଅତିରିକ୍ତ ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୋଟ ୧୦ଟି ସ୍ଲୁଇସ୍ ଗେଟ୍ (ବାମ ପାର୍ଶ୍ୱରେ ୭ ଏବଂ ଡାହାଣ ପାର୍ଶ୍ୱରେ ୩) ଖୋଲା ରହିଛି। ସୂଚନା ଅନୁଯାୟୀ,…

BJP Appointments: ପଞ୍ଜାବରେ ସରକାର ଗଠନ, ୟୁପି-ଗୁଜରାଟରେ କ୍ଷମତା ବଜାୟ ରଖିବା ଚ୍ୟାଲେଞ୍ଜ..୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଏବେଠାରୁ ସଂଗଠନକୁ ନିର୍ବାଚନୀ ମୋଡ୍‌ରେ ନେଇଛି। ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ଦଳ ନୂଆ ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରିଛି। ଏହି ନିଯୁକ୍ତିକୁ ତିନି ରାଜ୍ୟରେ ବିଜେପିର ଭିନ୍ନ…