Latest Odisha News

BREAKING NEWS

Yearly Archives

2026

BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସିବାକୁ ଯାଉଛି ୧୮ତମ BRICS ସମ୍ମିଳନୀ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ସାମ୍ବାଦିକମାନେ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହାରି ଭିତରେ ଭାରତ ସରକାର ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ…

୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ। ମାଲକାନଗିରି ଜିଲ୍ଲାର ମାଥିଲିରେ ଥିବା ଜେଏମଏଫସିଙ୍କ କୋର୍ଟରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ମାଥିଲି JMFC…

Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ…

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ତାଙ୍କ ବିମାନ ଦିଲ୍ଲୀର ପାଲମ୍ ଏୟାରଫୋର୍ସ ଷ୍ଟେସନରେ ଅବତରଣ କରିଥିଲା। ବିମାନବନ୍ଦରରେ ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ…

ଅଧିକ ଦେଶୀ ଘିଅ ଖାଇବା ଦ୍ୱାରା ପିତ୍ତକୋଷରେ ପଥର ହୁଏ କି? ଜାଣନ୍ତୁ ମୁଖ୍ୟ କାରଣ..

ନୂଆଦିଲ୍ଲୀ: ସୁସ୍ଥ ଜୀବନଶୈଳୀ (Healthy Lifestyle) ପାଇଁ ନିୟମିତ ସଠିକ୍ ଆହାର, ପର୍ଯ୍ୟାପ୍ତ ନିଦ ଏବଂ ଶାରୀରିକ ପରିଶ୍ରମ ଅତ୍ୟନ୍ତ ଜରୁରୀ। ହେଲେ ଆଜିକାଲି ବ୍ୟସ୍ତବହୁଳ କର୍ମ ଜୀବନ ଯୋଗୁଁ ଲୋକେ ସାଧାରଣ ଜୀବଶୈଳୀକୁ ଅନୁସରଣ କରିବା ଭୁଲି ଯାଉଛନ୍ତି। ଫଳରେ ଶରୀରରେ ବିଭିନ୍ନ ରୋଗ ମାଡି…

ଗ୍ରାହକଙ୍କୁ ବଡ଼ ଝଟକା! ଆଜିଠୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ୍‌ ସେବା

ଭୁବନେଶ୍ୱର: ଅଡୁଆରେ ପଡ଼ିପାରନ୍ତି ଗ୍ରାହକ। କାରଣ ଆଜି (୧୧ ସେପ୍ଟେମ୍ବର ୨୦୨୬) ଠାରୁ ୫ ଦିନ ଯାଏ ବ୍ୟାଙ୍କ ବନ୍ଦ ରହିବ। ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଓଡ଼ିଶା ସମେତ ସାରା ଭାରତରେ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୫ ଦିନିଆ କାର୍ଯ୍ୟଦିବସ (ସମସ୍ତ ଶନିବାର…

୫ ଲକ୍ଷରୁ ଅଧିକ ଟଙ୍କା ନେଇଯିବା ବେଳେ ୨ ଅଡିଟ୍ ଅଫିସର୍‌ଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ବାରିପଦା: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ। ପ୍ରଥମେ ଅଟକ ପରେ…

ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା: ଆଇନ ମନ୍ତ୍ରୀ

ପୁରୀ: ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା। କହିଲେ ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା। ଏହା ମଧ୍ୟ ଏକ ଗୁପ୍ତ ସେବା। ସୁରକ୍ଷା ପାଇଁ ରତ୍ନଭଣ୍ଡାର ଗଣତି ରିପୋର୍ଟ ହେବନି ସାର୍ବଜନୀନ। ଏହା କୌଣସି ରିଲ୍ସ ନୁହେଁ । ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର…

ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ଭୀଷଣ ବର୍ଷା, ଦକ୍ଷିଣ ଓଡିଶାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି।…

୨ ଉପମୁଖ୍ୟମନ୍ତ୍ରୀ ପଦବୀ ମାମଲା:ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ:୨ ଉପମୁଖ୍ୟମନ୍ତ୍ରୀ (କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା)ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରୁଥିବା ଜନସ୍ୱାର୍ଥ ମାମଲା (PIL) କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି‌। ଏହି ଜନସ୍ବାର୍ଥ ମାମଲା ଦାୟରର ଆଧାର ଭ୍ରମାତ୍ମକ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଅଯଥା ଜନସ୍ବାର୍ଥ…

ମା’ଙ୍କ ଶେଷକୃତ୍ୟ ପାଇଁ ମିଳିଲା ପାରୋଲ: ୬୫୪ ଦିନ ପରେ ୫ ଘଣ୍ଟା ପାଇଁ ଜେଲ୍ ରୁ ବାହାରିଲେ ଚିନ୍ମୟ କୃଷ୍ଣ

ବାଂଲାଦେଶ : ମା’ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଗୋଟିଏ ବୋଲି ଆଶା ଥିଲା—ଥରେ ହେଲେ ଜେଲ୍‌ରେ ଥିବା ପୁଅକୁ ଆଖିପୁରାଇ ଦେଖିବେ। କିନ୍ତୁ ସେହି ଆଶା ଅପୂରଣୀୟ ରହିଗଲା। ଶେଷରେ ଆଜି ସକାଳେ ଜୀବନ ସହ ସଂଗ୍ରାମ କରି ଆରପାରିକୁ ଚାଲିଗଲେ ହିନ୍ଦୁ ପୂଜାରୀ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ୭୨…