ମୁଖ୍ୟମନ୍ତ୍ରୀ ବିଜୟଙ୍କ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ତ୍ରିଷା: ବାପାମାଆଙ୍କ ସହ ବସିବା ପରେ ପୁଣି ଚର୍ଚ୍ଚାରେ…
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ସୁପରଷ୍ଟାର ' ଥାଲାପତି' ବିଜୟ ଏବଂ ଦକ୍ଷିଣ ଭାରତର ସିନେମାର ଆଗଧାଡ଼ିର ଅଭିନେତ୍ରୀ ତ୍ରିଷା କୃଷ୍ଣନ୍ଙ୍କ ସମ୍ପର୍କକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶନିବାର ଅଗଷ୍ଟ ୧୫ ତାରିଖରେ ଦେଶର ୮୦ତମ ସ୍ୱାଧୀନତା…