ଲିମିଟରେ ରୁହ ବହୁତ କହୁଛ; ପତ୍ନୀଙ୍କ ବୟାନକୁ ନେଇ ବର୍ଷିଲେ ଗୋବିନ୍ଦା
ମୁମ୍ବାଇ: ଗୋବିନ୍ଦା ନିଜ ପତ୍ନୀ ସୁନିତା ଆହୁଜାଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସୁନିତାଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ସେ ରାଗିଯାଇ ତାଙ୍କୁ ତାଙ୍କ ସୀମା ମଧ୍ୟରେ ରହିବାକୁ ଚେତାବନୀ ଦେଇଛନ୍ତି।
ଯେତେବେଳେ ସୁନିତା ତାଙ୍କ ସ୍ୱାମୀ ଗୋବିନ୍ଦାଙ୍କୁ ସହ-ଅଭିନେତ୍ରୀ କୋମଲ ରାଣୀ…