Latest Odisha News

BREAKING NEWS

Yearly Archives

2026

ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ ପୁଣି ବଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ଭ୍ରୂକୁଟି। ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଉ ଏହା ସିଧାସଳଖ ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି।…

ଆଇସିସି ର‌୍ୟାଙ୍କିଙ୍ଗ: ଶୀର୍ଷରେ ବୁମରାହ, ଜାଡେଜା, ଗିଲ

ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ଜାରି ସଦ୍ୟତମ ର‌୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଦବଦବା ବଜାୟ ରହିଛି । ଟେଷ୍ଟ ବୋଲିଂରେ ଜସପ୍ରୀତ ବୁମରା, ଅଲରାଉଣ୍ଡରରେ ରବୀନ୍ଦ୍ର ଜାଡେଜା ଏବଂ ଦିନିକିଆ ବ୍ୟାଟିଂରେ ଶୁଭମନ ଗିଲ୍ ପ୍ରଥମ ସ୍ଥାନରେ କାଏମ ଅଛନ୍ତି । ବୁମରା (୮୭୦ ପଏଣ୍ଟ) ଲଗାତାର ୨୧ ମାସ…

Family dispute:କାଠଫାଳିଆରେ ସ୍ୱାମୀକୁ ପିଟିପିଟି ହତ୍ୟା କଲା ସ୍ତ୍ରୀ !

ଘଟଗାଁ: କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏମିତି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଖବରମୁତାବକ, ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ…

ସମୁଦ୍ରରେ ଭାରତର ନୂଆ ଶକ୍ତି: ନୌସେନା କିଣିବ ଘାତକ ଅସ୍ତ୍ର କାମିକାଜେ ଡ୍ରୋନ୍

ନୂଆଦିଲ୍ଲୀ: ଭାରତୀୟ ନୌସେନା ସ୍ୱଦେଶୀ ଯୁଦ୍ଧପୋତ, ଷ୍ଟେଲଥ୍ ଫ୍ରିଗେଟ୍ ଏବଂ ଅତ୍ୟାଧୁନିକ ବୁଡ଼ାଜାହାଜ (ସବମରିନ୍) ସାମିଲ ହେବା ଦ୍ୱାରା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଦେଶରେ ନିର୍ମିତ ବିଭିନ୍ନ ଯୁଦ୍ଧପୋତ ଏବଂ ପ୍ରତିରକ୍ଷା ଉପକରଣ ନୌବାହିନୀର କ୍ଷମତାକୁ ବହୁଗୁଣିତ କରୁଛି।…

Imran Khan: କ’ଣ ଆଉ ସତରେ ନାହାନ୍ତି ଇମ୍ରାନ ଖାନ? ମୃତ୍ୟୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ଖୁଲାସା ପରେ PTIର ବଡ଼…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ୍‌ (PTI) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ୱଜାହତ୍ ଏସ୍. ଖାନ, ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଦାବି କରିବା ପରେ…

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ RI

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ବାଲେଶ୍ୱର ଜିଲ୍ଲାର ଖଇରା ତହସିଲ ଅନ୍ତର୍ଗତ ତୁଡିଗାଡିଆର ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଏକ ଜମି ମ୍ୟୁଟେସନ ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ…

Shah-Rahul Face-Off: ‘ଚର୍ଚ୍ଚା ଚାହୁଁଛ କି ହଙ୍ଗାମା?’, କହିବାକୁ ପ୍ରସ୍ତୁତ ଅଛନ୍ତି ଅମିତ୍ ଶାହ, ହେଲେ ଶୁଣିବାକୁ…

ନୂଆଦିଲ୍ଲୀ: ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ଚର୍ଚ୍ଚା ପାଇଁ ଖୋଲା ପ୍ରସ୍ତାବ ଦେଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ତୀବ୍ର…

ବିଶିଷ୍ଟ କଳାକାର ଜଗଦୀଶ ଚନ୍ଦ୍ର କାନୁନଗୋଙ୍କର ଦେହାନ୍ତ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବୁଧବାର ଦିନ ବିଶିଷ୍ଟ କଳାକାର ଜଗଦୀଶ ଚନ୍ଦ୍ର କାନୁନଗୋଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୮୬ ବର୍ଷ ଥିଲା। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଲଳିତ…

Violence in Manipur: ପୁଣି ମଣିପୁରରେ ତେଜିଲା ହିଂସା; ନାଗା ଗାଁରେ ୯ ଘରେ ଲଗାଇଲେ ନିଆଁ ସଶସ୍ତ୍ର ଦୁର୍ବୃତ୍ତ

ନୂଆଦିଲ୍ଲୀ:ମଣିପୁରରେ ପୁଣିଥରେ ହିଂସା। କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗ୍ରାମ ଉପରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ; ଆକ୍ରମଣ ସମୟରେ ସେମାନେ ବହୁ ରାଉଣ୍ଡ ଗୁଳିଚାଳନା କରିବା ସହ ଅତିକମରେ ଆଠରୁ ନଅଟି ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଯୋଗୁଁ ବ୍ୟାପକ ଆତଙ୍କ ଓ ଉତ୍ତେଜନା…

ବିଶ୍ୱ ହସ୍ତୀ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଭୁବନେଶ୍ୱର: ବିଶ୍ୱ ହାତୀ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାତୀମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କର ପ୍ରାକୃତିକ ବାସସ୍ଥାନ ସଂରକ୍ଷଣ ଏବଂ ମଣିଷ-ହାତୀ ସହାବସ୍ଥାନକୁ ସୁଦୃଢ଼ କରିବା ପାଇଁ ଏକାଠି ହେବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ସେ ଏନେଇ ସୋସିଆଲ ମିଡ଼ିଆରେ…