ଶବଦାହର ୧୫ ଦିନ ପରେ ଆସିଲା ଫୋନ୍ କଲ୍: ‘ଆପଣଙ୍କ ପୁଅ ଜୀବିତ ଅଛି’
ପଞ୍ଜାବ : ପଞ୍ଜାବର କପୁରଥଲା ଜିଲ୍ଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ପୁଅକୁ ମୃତ ଭାବି ପରିବାର ଲୋକେ ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର ସାରିସାରିଥିଲେ, ସେହି ପୁଅ ୧୫ ଦିନ ପରେ ଜେଲ୍ରେ ଜୀବିତ ଥିବା…