ମହାକାଶରେ ବଢ଼ୁଛି ଆବର୍ଜନା: ପ୍ରତି ସପ୍ତାହରେ ପୃଥିବୀ ପୃଷ୍ଠରେ ଖସୁଛି ଏକ ଟନ୍ରୁ ଅଧିକ ମଳିନ ବସ୍ତୁ
ନୂଆଦିଲ୍ଲୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଣିଷ ନୂଆ ନୂଆ ଉପଲବ୍ଧି ହାସଲ କରୁଥିବା ବେଳେ ମହାକାଶରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ତେବେ ମହାକାଶକୁ ଅଧିକରୁ ଅଧିକ ଉପଗ୍ରହ ଓ ରକେଟ୍ ପ୍ରେରଣ କରିବା ଫଳରେ ସେଠାରେ 'ସ୍ପେସ୍ ଡେବ୍ରିସ୍' ବା…