Latest Odisha News

BREAKING NEWS

Yearly Archives

2026

ଭଦ୍ରକର ବିଭିନ୍ନ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ…

“Memshab”: ଓଡ଼ିଆ ଫିଲ୍ମ’ମେମସାହାବ’ ଟ୍ରେଲର ରିଲିଜ;ଦର୍ଶକ ଦେଖିବେ ସସପେନ୍ସ,ଥ୍ରିଲର ଓ ମର୍ଡର୍…

ଭୁବନେଶ୍ବର: ପୁଣି ପରଦାକୁ ଆସୁଛି ଆଉ ଏକ ଦମଦାର ଓଡ଼ିଆ ଫିଲ୍ମ । ସସପେନ୍ସ, ଥ୍ରିଲର ଓ ମର୍ଡର୍ ମିଷ୍ଟ୍ରିକୁ ନେଇ ରୂପେଲି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ମେମସାହାବ' । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଚାରି ବର୍ଷ ପରେ ପରଦାକୁ ଫେରିବେ । ନିକଟରେ ଫିଲ୍ମର ଟିଜର, ପୋଷ୍ଟର…

ଆମ୍ବୁଲାନ୍ସରେ ସରିଗଲା ତେଲ, ଅଧାବାଟରେ ଚାଲିଗଲା ରୋଗୀର ଜୀବନ

କଟକ: ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ଗତ ରାତିଠାରୁ ପ୍ରାୟ ସମସ୍ତ ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। ଭୁବନେଶ୍ୱରର ଅଧା ପେଟ୍ରୋଲ ପମ୍ପରେ ପଡିଛି ତାଲା। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା…

କୁଲଦୀପ ସିଂ ସେଙ୍ଗରକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା, ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ନିଷ୍ପତ୍ତି ରଦ୍ଦ

ଲକ୍ଷ୍ନୌ: ଉନ୍ନାଓ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି । ୨୦୧୭ ଉନ୍ନାଓ ବଳାତ୍କାର ମାମଲାରେ ସେଙ୍ଗରର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ…

ପେଟ୍ରୋଲ ପମ୍ପରେ ଲାଗିଛି ଲମ୍ବା ଲାଇନ: ମନ୍ତ୍ରୀ କହିଲେ ରାଜ୍ୟରେ ଅଛି ପର୍ଯ୍ୟାପ୍ତ ପରିମାଣର ତେଲ

ଭୁବନେଶ୍ୱର: ରାଜ୍ୟରେ ସତରେ କଣ ତେଲ ଅଭାବ ରହିଛି? ଗତ ରାତିଠାରୁ ପ୍ରାୟ ସମସ୍ତ ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। ଭୁବନେଶ୍ୱରର ଅଧା ପେଟ୍ରୋଲ ପମ୍ପରେ ପଡିିଛି ତାଲା। କେବଳ ରାଜଧାନୀ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମାନ ସ୍ଥିତି। ପେଟ୍ରୋଲ ନାହିଁ ବୋଲି ସାଧାରଣ…

NEET-UG ପେପର୍ ଲିକ୍ ପରେ ମୁହଁ ଖୋଲିଲେ ଶିକ୍ଷାମନ୍ତ୍ରୀ, ପ୍ରେସ୍ କନଫରେନ୍ସ କରି କହିଲେ ଏଣିକି ପରିକ୍ଷା ଅନଲାଇନ୍…

ନୂଆଦିଲ୍ଲୀ: ପେପର ଲିକ୍ ଏବଂ ପୁନଃପରୀକ୍ଷା ଘୋଷଣା ହେବା ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NEET-UG ପେପର୍ ଲିକ୍ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ବାସଭବନରେ ବିଭିନ୍ନ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହା ପରେ,…

PM Modi UAE visit: ୫ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ, UAEରେ ୪ ଘଣ୍ଟା ରହି ତେଲ ଭଣ୍ଡାର ଉପରେ କରିବେ ବଡ ଡିଲ୍

ନୂଆଦିଲ୍ଲୀ: ବିଶ୍ବ ଶକ୍ତି ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ଟି ରାଷ୍ଟ୍ର ଗସ୍ତ ପାଇଁ ଶୁକ୍ରବାର ଦିଲ୍ଲୀରୁ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ UAEରୁ ଆରମ୍ଭ ହେବ। ତା'ପରେ ସେ ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ…

NEET UG 2026 Re-Exam: ପୁଣି ହେବ NEET-UG ପରୀକ୍ଷା, ସାମ୍ନାକୁ ଆସିଲା ତାରିଖ…ପେପର ଲିକ୍ ଯୋଗୁଁ ବାତିଲ୍ ହୋଇଥିଲା…

ନୂଆଦିଲ୍ଲୀ: ପୁଣି ପରୀକ୍ଷା ଦେବେ NEET-UG ପରୀକ୍ଷାର୍ଥୀ । ପେପର ଲିକ୍ ପରେ ବାତିଲ୍ ହୋଇଥିଲା ମେ ୩ ତାରିଖ ପରୀକ୍ଷା । ସମ୍ପ୍ରତି ବାତିଲ ହୋଇଥିବା NEET-UG ପରୀକ୍ଷା ପାଇଁ ନୂତନ ତାରିଖ ପ୍ରକାଶ ପାଇଛି । ଜାତୀୟ ପରୀକ୍ଷା ଏଜେନ୍ସି (NTA) ପୁନଃନିର୍ଦ୍ଧାରିତ ପରୀକ୍ଷା ଘୋଷଣା କରିଛି।…

ଦୁଇ ଦିନରେ ହାତୀ ନେଲା ଦୁଇ ଜୀବନ, ଭୟରେ ଗ୍ରାମବାସୀ

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଜୀବନ। ଅନୁଗୁଳରେ ବଢ଼ିଗଲାଣି ହାତୀ ଉପଦ୍ରବ। ଦୁଇ ଦିନରେ ହାତୀ ନେଲା ଦୁଇ ଜୀବନ। ଗତକାଲି କୁସୁମପାଟ ଗାଁର ପ୍ରମିଳା ସାହୁଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ଅନୁଗୁଳ ଜିଲ୍ଲାର ତଳମୂଳ ଗାଁରେ ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି। ଘରେ…

ଜମିବାଡ଼ି ବିବାଦ: ଡାକ୍ତରଙ୍କୁ ପିଟିପିଟି ମାରିଦେଲେ

କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବାର କିଛି ଦିନ…