ବେଜ୍ଜିତ ପରେ ପାକିସ୍ତାନର ୟୁ-ଟର୍ଣ୍ଣ : ସାଉଦିକୁ ସୁରକ୍ଷା ଯୋଗାଇବ ପାକିସ୍ତାନ
ଲାହୋର: ହୁତି ଆକ୍ରମଣରେ ସାଉଦି ଆରବକୁ ଯେକୌଣସି ସ୍ତରରେ ସୁରକ୍ଷା ଯୋଗାଇବାକୁ ପାକିସ୍ତାନ ସେନାର ପ୍ରତିଶ୍ରୁତି। ସାଉଦି ଆରବ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସାଉଦି ଆରବର ସାର୍ବଭୌମତ୍ୱ, ସୁରକ୍ଷା ଓ…