କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
ଗ୍ଲାସଗୋ: ତ୍ରିପୁରାର ୨୩ ବର୍ଷୀୟା ଜୁଡୋକା ଅସ୍ମିତା ଡେ କମନୱେଲଥ ଗେମ୍ସରେ ଇତିହାସ ରଚିଛନ୍ତି । ମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ କାନାଡାର ହେଡି କ୍ୱାଚଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଏହା ସହିତ କମନୱେଲଥ ଗେମ୍ସ ଇତିହାସରେ ଜୁଡୋ ଖେଳରେ…