Latest Odisha News

BREAKING NEWS

Yearly Archives

2026

ପ୍ରବଳ ବର୍ଷା ମଧ୍ୟରେ ମହାରାଷ୍ଟ୍ରର ଏହି ସ୍ଥାନରେ ଭୂମିକମ୍ପ ଅନୁଭୂତ

ମୁମ୍ବାଇ: ମହାରାଷ୍ଟ୍ରର ମରଠୱାଡାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ନାନ୍ଦେଡ ଏବଂ ହିଙ୍ଗୋଲି ଜିଲ୍ଲାରେ ରାତି ୧ଟା ୩୭ମି.ରେ ଭୂମିକମ୍ପ ଅନୁଭୂତ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଲଞ୍ଚ

ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାଉଥିଲା ଉକ୍ତ ଲଞ୍ଚ। ପବନର ବେଗ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା। ଉଦବେଗଜନକ…

Pinaka LRGR: ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ, ଆଖି ପିଛୁଳାକେ…

ଚାନ୍ଦିପୁର: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ ଶତ୍ରୁଙ୍କ ବିନାଶ ନିଶ୍ଚିତ କରିବ ସ୍ବଦେଶୀ ଅସ୍ତ୍ର! ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ…

ପାଠ ପଢ଼ାଇବାକୁ ଡାକି ଝିଆରୀକୁ ଦୁଷ୍କର୍ମ, ମଉସା ଓ ମାଉସୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ୨୪ ବର୍ଷୀୟା ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ନାବାଳିକା ଥିବା ସମୟରେ ଆରମ୍ଭ ହୋଇଥିଲା। ପୀଡିତାଙ୍କ ଦ୍ୱାରା ଦାୟର ଅଭିଯୋଗ ପରେ ବୁଧବାର ନୟାପଲ୍ଲୀ ପୋଲିସ ଦୁହିଁଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ନୟାପଲ୍ଲୀ…

IIT ଭୁବନେଶ୍ୱରର ଗବେଷଣା: ଓଡ଼ିଶାରେ ତୀବ୍ର ହେଉଛି ପୃଷ୍ଠ ଉତ୍ତାପ, ଜଳବାୟୁ ପଦକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର: ଚିନ୍ତା ବଢାଇଛି ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ଭୂମି ଅବକ୍ଷୟ ଯୋଗୁଁ ସମଗ୍ର ରାଜ୍ୟରେ ପୃଷ୍ଠ ଉତ୍ତାପ ତୀବ୍ର ଗତିରେ ବୃଦ୍ଧି ପାଉଛି। ଅଣାୟତ୍ତ ହେବାରେ ଲାଗିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର…

ନୋ-ଫ୍ଲାଇଂ ଜୋନ୍ ହେଲା ହୀରାକୁଦ ଡ୍ୟାମ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଗୁରୁବାର ସକାଳ ୧୧ଟାରେ ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟାଜଳ ଛାଡ଼ିବା ପାଇଁ ଚାରୋଟି ଗେଟ୍ ଖୋଲିବେ। ମହାନଦୀ ଅବବାହିକାର ଉପର ଭାଗରେ ପ୍ରବଳ ବର୍ଷା ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ…

ମାଲ୍ୟଗିରି ପାହାଡ଼ରେ ୩ ପର୍ଯ୍ୟଟକ ନିଖୋଜ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ମାଲ୍ୟଗିରି ପାହାଡ଼ରେ ତିନି ଜଣ ଯୁବକ ନିଖୋଜ ଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ କେନ୍ଦୁଝର ଟାଉନ୍ ଅଞ୍ଚଳର ସାତ ଜଣ ଯୁବକଙ୍କ ଏକ ଦଳ ଟ୍ରେକିଂ ପାଇଁ ପାଲଲହରା ନିକଟସ୍ଥ ମାଲ୍ୟଗିରି ପାହାଡ଼କୁ ଯାଇଥିଲେ। ଟିମର ଚାରି ଜଣ ସଦସ୍ୟ ପାହାଡ଼…

ଏୟାର ଷ୍ଟ୍ରାଇକ ପରେ ଆକ୍ଟିଭ କୁଏତ୍ ଏୟାର ଡିଫେନ୍ସ ସିଷ୍ଟମ୍…

ନୂଆଦିଲ୍ଲୀ: ଆମେରିକା ଆକ୍ରମଣର ଜବାବରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ବାହାରିନରେ କ୍ଷେପଣାସ୍ତ୍ର ସତର୍କତା ସାଇରନ୍ ବାଜିଥିଲା। ବାହାରିନ ସରକାର ଏହାର ନାଗରିକମାନଙ୍କୁ ତୁରନ୍ତ ଆଶ୍ରୟ ନେବାକୁ ଅନୁରୋଧ କରିଥିଲା। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ସ୍ପଷ୍ଟ କରିଛି ଯେ ଦେଶର…

ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳୁ ସକାଳୁ ଦୀର୍ଘ ସମୟ ଧରି ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଛି। ତେବେ ଡ୍ରୋନ ଉଡାଇଥିବା ଯୁବକଙ୍କୁ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି ମନ୍ଦିର ଉପରେ ଡ୍ରୋନଟି ଉଡୁଥିବା ଦେଖିବାକୁ…

ତୀରବିଦ୍ଧ ଯୁବକଙ୍କୁ ନୂଆ ଜୀବନ ଦେଲେ କିମ୍‍ସ ଡାକ୍ତର

ଭୁବନେଶ୍ୱର: ଛାତିରେ ତୀରବିଦ୍ଧ ଅବସ୍ଥାରେ ଅସିଥିବା ଜଣେ ବ୍ୟକ୍ତିଙ୍କୁ କିମ୍‍ସ ଭୁବନେଶ୍ୱର ଡାକ୍ତର ନୂଆ ଜୀବନ ଦେଇଛନ୍ତି। ରାଉରକେଲାର ଜନୈକ ୨୨ବର୍ଷୀୟ ଯୁବକଙ୍କ ଛାତିରେ ତୀର ବିଦ୍ଧ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଯୁବକଙ୍କ ପରିବାର ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି…