Latest Odisha News

BREAKING NEWS

Yearly Archives

2026

ଏଆଇ କମାଲ୍ ପଡ଼ିଲା ମହଙ୍ଗା: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ନିଶାରେ ଟେକ୍ନୋଲୋଜିର ଅପବ୍ୟବହାର କରିବା ଜଣେ ଯୁବକଙ୍କୁ ବହୁତ ମହଙ୍ଗା ପଡିଛି। ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

AI Ransomware: ମଣିଷ ନୁହେଁ…ଟଙ୍କା ଖାଇଯିବ AI! ଆପଣଙ୍କ ତଥ୍ୟ ଚୋରି କରି, ଆପଣଙ୍କୁ କରିବ ବ୍ଲାକମେଲ୍…

ନୂଆଦିଲ୍ଲୀ: ଚାକିରି ଖାଇବା ପରେ ଏବେ ସିଧା ହ୍ୟାକିଂ କରିବ AI! ବିନା ହ୍ୟାକରରେ କଲା ସାଇବର ଆଟାକ୍! ଏପର୍ଯ୍ୟନ୍ତ କୁହାଯାଉଥିଲା କୃତ୍ରିମ ବୁଦ୍ଧିମତ୍ତା ବା AI ମଣିଷର କାମକୁ ସହଜ କରିବ। କିନ୍ତୁ ସମୟ ବଦଳିବା ସହ AIକୁ ନେଇ ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଯେଉଁ AIକୁ ନେଇ…

ଫୁଲୁଛି ମହାନଦୀ, କାଲି ମାଡ଼ି ଆସିବ ବନ୍ୟା ଜଳ: ଖୋଲିବାକୁ ଯାଉଛି ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍

ସମ୍ବଲପୁର: ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜଳଭଣ୍ଡାର ମଧ୍ୟକୁ ପ୍ରବଳ ବେଗରେ ପାଣି ପ୍ରବେଶ କରୁଥିବାରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ଏକ ବଡ଼…

କେତନ ହତ୍ୟା ମାମଲାରେ ବଡ଼ ଖୁଲାସା: ସିଆ ଏବଂ ଚେତନଙ୍କ ‘ସିକ୍ରେଟ୍ ୱେଡିଂ’…

ପୁଣେ: ମହାରାଷ୍ଟ୍ରର ଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ପୋଲିସ ସୂତ୍ର ଅନୁଯାୟୀ, କେତନଙ୍କ ମଙ୍ଗେତର ସିଆ ଗୋଏଲ ମାତ୍ର ଚାରି ମାସ ପୂର୍ବରୁ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ବିବାହ କରିଥିଲେ। କେତନଙ୍କ ହତ୍ୟା ମାମଲାରେ ସିଆ ଏବଂ ଚେତନ ଚୌଧୁରୀ ଜେଲରେ…

ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବାକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ

ମହାକାଳପଡ଼ା: ବନବିଭାଗ ପକ୍ଷରୁ ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯିବା ସମୟରେ ଗ୍ରାମବାସୀଙ୍କ ବିରୋଧ । ସୂଚନାଥାଉକି, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗ୍ରାମରେ ପ୍ରାୟ ୧୭୦ ଏକର ଜଙ୍ଗଲ କିସମ ଜମି…

ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର…

ରାଜଧାନୀରେ ଆତଙ୍କ: ପୁଣିଥରେ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣିଥରେ ଏକ ବଡ଼ ଧରଣର ଆତଙ୍କ ଖେଳିଯାଇଛି। ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ କୌଣସି ଅଜ୍ଞାତ ଦୁର୍ବୃତ୍ତ ଧମକ ଦେଇଛି। ଏହି ଖବର ପ୍ରଚାରିତ ହେବା ମାତ୍ରେ କୋର୍ଟ ପରିସରରେ ଥିବା ବିଚାରପତି, ଆଇନଜୀବୀ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ…

ପୁଣି ମନ୍ଦିରରୁ ସିରିଜ୍ ଚୋରି;ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

ଖନ୍ତାପଡ଼ା:ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ଦିନକୁ ଦିନ ଦୁର୍ବୃତ୍ତମାନେ ଲୁଟିବା ପାଇଁ ମନ୍ଦିରଗୁଡ଼ିକୁ ଟାର୍ଗେଟ କରୁଛନ୍ତି । ବାଲେଶ୍ଵର ଜିଲ୍ଲା ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମର ୱାର୍ଡ ନଂ ୫ ରେ ଥିବା ବାବା ମଦନ ଜୀଉ ମନ୍ଦିର ,ମା ମଙ୍ଗଳା ମନ୍ଦିର ,ବରୁଣେଇ ମନ୍ଦିର ,ହରିହାଟ ଘରେ…

Prambanan Temple: ହଜାର ବର୍ଷର ଐତିହ୍ୟକୁ ସଜାଇବ ଭାରତ, ଇଣ୍ଡୋନେସିଆର ପ୍ରମ୍ବାନନ ମନ୍ଦିରରେ ସଂରକ୍ଷଣ ପ୍ରକଳ୍ପର…

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କ ସହ ଯୋଗ୍ୟାକର୍ତ୍ତା ନିକଟସ୍ଥ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରମ୍ବାନନ ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଏହି ୟୁନେସ୍କୋ ବିଶ୍ୱ…

ଝାଞ୍ଜ ପାହାଡରୁ ୨ ଯୁବକ ନିଖୋଜ ଘଟଣା, ୨୦ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପଦ୍ମପୁର: ଝାଞ୍ଜ ପାହାଡ଼ରେ ନିଖୋଜ ୨ ଯୁବକ ଉଦ୍ଧାର। ୨୦ ଘଣ୍ଟା ଧରି ଖୋଜିବା ପରେ ୨ ଯୁବକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଗତକାଲି କୁଠିଖୋଲ ଯାଉଥିବା ବେଳେ ରାସ୍ତା ଭୁଲି ନିଖୋଜ ହୋଇଥିଲେ। ଉଭୟ ଯୁବକ ଛତିଶଗଡ଼ ସୀମାନ୍ତ ବନୁଭଟା ଗାଁରୁ ଉଦ୍ଧାର ହୋଇଛନ୍ତି। ଗତକାଲି ପଦ୍ମପୁର ଉପଖଣ୍ଡ…