ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଇରାନକୁ ଧମକ: ଟ୍ରମ୍ପ ଦେଲେ ୪୮ ଘଣ୍ଟା ମହଲତ
ନୂଆଦିଲ୍ଲୀ: ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ। ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଦେଲେ ଧମକ। ୪୮ ଘଣ୍ଟାର ଡେଡ୍ଲାଇନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ ଖୋଲିଲେ ଇରାନର ବିଭିନ୍ନ ପାୱାର ପ୍ଲାଣ୍ଟକୁ ଧ୍ବଂସ କରିଦେବୁ ଖୋଲା ଚେତାବନୀ ଦେଲେ…