Latest Odisha News

BREAKING NEWS

Yearly Archives

2026

ହରଭଜନ ସିଂଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର…ଏବେ ରହିବେ ସିଆରପିଏଫ ସୁରକ୍ଷାରେ

ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି (ଆପ୍) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ସାଂସଦ ହରଭଜନ ସିଂ । ଏହାପରେ ହରଭଜନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ…

ଦିଲ୍ଲୀ ବିମାନବନ୍ଦରରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ…

ରୁମ୍‌ମେଟ୍ ନଥିବାର ଫାଇଦା ଉଠାଇଲା ଗ୍ରୋସରୀ ଦୋକାନୀ: ହଷ୍ଟେଲ୍ ଭିତରେ ପଶି ଏମବିଏ ଛାତ୍ରୀଙ୍କ ସହ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ଅଞ୍ଚଳରେ ଏକ ଲେଡିଜ୍ ହଷ୍ଟେଲ ଭିତରେ ପଶି ଜଣେ ବାହାର ରାଜ୍ୟର ଏମବିଏ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ…

କୋହଲିଙ୍କ ଚେଜ ମାଷ୍ଟର ଟ୍ୟାଗ ଛଡେଇ ନେଇ ପାରନ୍ତି ଶ୍ରେୟାଶ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାଶ ଆୟାର ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ତାଙ୍କ ନେତୃତ୍ୱରେ ପଞ୍ଜାବ ୨୬୫ ରନର ରେକର୍ଡ ଟାର୍ଗେଟ ଚେଜ କରିବାରେ ସଫଳ ହୋଇଛି । ଆୟାର ଏହି ମ୍ୟାଚରେ ୩୬ ବଲରେ ୭୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ…

ଶାହାଙ୍କ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ମନ୍ତବ୍ୟ ଉପରେ କଡା ଜବାବ ରଖିଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ । ଏହି ଅନୁପ୍ରବେଶକାରୀମାନେ ଆମ ଯୁବକମାନଙ୍କ…

ଯମଲୋକରେ ହିସାବ ହୁଏ ପ୍ରତିଟି କର୍ମର: ଜାଣନ୍ତୁ କେଉଁ ପାପ ପାଇଁ ମିଳେ କିଭଳି ଶାସ୍ତି

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣକୁ କେବଳ ମୃତ୍ୟୁର ରହସ୍ୟ ଉନ୍ମୋଚନ କରୁଥିବା ଗ୍ରନ୍ଥ ନୁହେଁ, ବରଂ ଏକ ଉତ୍ତମ ଜୀବନଶୈଳୀର ଶ୍ରେଷ୍ଠ ମାର୍ଗଦର୍ଶିକା ଭାବରେ ବିବେଚନା କରାଯାଏ। ଅଧିକାଂଶ ସମୟରେ ମଣିଷ ଭାବିଥାଏ ଯେ ତା' ଦ୍ୱାରା କରାଯାଇଥିବା ପାପ ବା ଖରାପ କର୍ମ ଦୁନିଆ ଆଖିରୁ ଲୁଚି…

Panchayat Election: ଗାଁ ମୁହାଁ ବିଜେପି ସରକାର: ଯୋଜନାର ସଫଳତା ଓ ସାଂଗଠନିକ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ଭାରତୀୟ ଜନତା ପାର୍ଟି ନିଜର ପ୍ରସ୍ତୁତିକୁ ବର୍ତ୍ତମାନଠାରୁ ହିଁ ଜୋରଦାର କରିଛି। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ସରକାରୀ ଯୋଜନାର ସଫଳ ରୂପାୟନର ସିଧାସଳଖ ସମୀକ୍ଷା ପାଇଁ ଦଳ ପକ୍ଷରୁ…

ଅଧୁଆ ମୁହଁରେ ଦର୍ପଣ ନୁହେଁ, ପାପୁଲି ଦେଖନ୍ତୁ; ଜାଣନ୍ତୁ ସୁସ୍ଥ ଓ ସଫଳ ଦିନଟିଏ ପାଇଁ କିଛି ସହଜ ବାସ୍ତୁ ଟିପ୍ସ

ଭୁବନେଶ୍ୱର: ଆମ ମଧ୍ୟରୁ ଅନେକଙ୍କର ଏକ ସାଧାରଣ ଅଭ୍ୟାସ ରହିଛି ଯେ, ସକାଳୁ ନିଦ ଭାଙ୍ଗିବା ମାତ୍ରେ ଆମେ ସିଧା ଯାଇ ଆଇନା ବା ଦର୍ପଣ ସାମ୍ନାରେ ଠିଆ ହୋଇଯାଉ। କେଶ ସଜାଡ଼ିବା ହେଉ କିମ୍ବା କେବଳ ନିଜ ମୁହଁ ଦେଖିବା ପାଇଁ, ଆମକୁ ଲାଗେ ଏଥିରେ ଖରାପ କ'ଣ ଅଛି? କିନ୍ତୁ ବାସ୍ତୁ ଶାସ୍ତ୍ର ଏବଂ…

Sudhir Patra Murder Case: ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା: ଖୋଲିବ ଗୁମର, କ୍ରାଇମ୍ ସିନ୍ ରିକ୍ରିଏସନ୍…

ବ୍ରହ୍ମପୁର: ସହରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ନୃଶଂସ ହତ୍ୟାକାଣ୍ଡ ମାମଲାରେ ପୋଲିସ ନିଜର ତଦନ୍ତକୁ ଜୋରଦାର କରିଛି। ଏହି ହାଇପ୍ରୋଫାଇଲ୍ ମାମଲାର ଚେର କେତେ ଦୂର ଲମ୍ବିଛି ଏବଂ ଏହା ପଛରେ ଥିବା ବୃହତ୍ତର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ବ୍ରହ୍ମପୁର…

ଖୁସିର ମାହୋଲରେ ପଡ଼ିଲା କାନ୍ଦବୋବାଳି: ସୁବର୍ଣ୍ଣପୁରରେ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍

ସୁବର୍ଣ୍ଣପୁର: ବିବାହ ଉତ୍ସବର ଖୁସି ଓ ଉଲ୍ଲାସ ଭିତରେ ରବିବାର ଭୋର ସମୟରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟ ୧୨ ଜଣ ଯାତ୍ରୀ ଆହତ…