ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ
ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ ବାଲେଶ୍ୱରରେ ଏକ ଘରୋଇ କମ୍ପାନୀର ମାଲିକଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିଜିଏସଟିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଓମ ପ୍ରକାଶ ନାୟକ ୧୬ ଲକ୍ଷ ଟଙ୍କା ଜିଏସଟି ରିଫଣ୍ଡ ଦେବା ପାଇଁ…