Suvendu Adhikari Takes Oath: ବଙ୍ଗଳାରେ ବିଜେପିର ପ୍ରଥମ ସରକାର, ଶପଥ ନେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ…
କୋଲକାତା: ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେଲେ ଶୁଭେନ୍ଦୁ ଅଧିକାରୀ । ନିଜର ୫ ମନ୍ତ୍ରୀଙ୍କ ସହ ନେଲେ ପଦ ଏବଂ ଗୋପନୀୟତାର ଶପଥ ।
ଶନିବାର ଭାରତୀୟ ଜନତା ପାର୍ଟି, ବିଜେପି ପାଇଁ ବଡ ଐତିହାସିକ ଦିନ । ଭାରତୀୟ ଜନତା ପାର୍ଟି ନେତା ଶୁଭେନ୍ଦୁ ଅଧିକାରୀ ଶନିବାର…