Latest Odisha News

BREAKING NEWS

Yearly Archives

2026

ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର

ହାଇଦ୍ରାବାଦ: ଜଣେ ୨୦ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀ ଥାନ୍ଦ୍ରା ଅକ୍ଷିତାରାଣୀ କୀଟନାଶକ ଔଷଧ ପିଇବା ପରେ ଯେଉଁ ଘଟଣାକୁ ପ୍ରଥମେ ଆତ୍ମହତ୍ୟା ବୋଲି କୁହାଯାଇଥିଲା, ତାହା ବର୍ତ୍ତମାନ ଏକ ସନ୍ଦେହଜନକ ହତ୍ୟା ମାମଲାର ତଦନ୍ତରେ ପରିଣତ ହୋଇଛି। ପୋଲିସ ଅଭିଯୋଗ କରିଛି ଯେ ତାଙ୍କୁ ଜବରଦସ୍ତି ବିଷ…

ମନ୍ଥର ହେଉଛି ଗଭୀର ଅବପାତର ବେଗ…

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ ଓଡ଼ିଶା ଉପରେ ସୃଷ୍ଟ 'ଗଭୀର ଅବପାତ' (Deep Depression) ଗୁରୁବାର ଦିନ ଶେଷ ଛଅ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପ୍ରାୟତଃ ସ୍ଥିର ଅବସ୍ଥାରେ ରହିଥିଲା।…

ଭାରତୀୟ ଅର୍ଥନୀତି ବଡ଼ ବିପଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ

ନୂଆଦିଲ୍ଲୀ: ମୁମ୍ବାଇରେ ଆୟୋଜିତ ହୋଇଯାଇଛି SBI ବ୍ୟାଙ୍କିଂ ଏବଂ ଅର୍ଥନୀତି ସମ୍ମିଳନୀ। ଏହି ସମ୍ମିଳନୀ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ଯୋଗ ଦେଇ ସମ୍ବୋଧିତ କରିଛନ୍ତି। ଆଉ ଭାରରତ ଅର୍ଥନୀତିକୁ…

UP Bus fire: ସିଗାରେଟ୍‌ ଟାଣୁଥିଲେ ଡ୍ରାଇଭର-କଣ୍ଡକ୍ଟର! ଜଳୁଥିଲା ବସ୍‌, ଶୁଣିଲେନି ଯାତ୍ରୀଙ୍କ କଥା! ଚାଲିଗଲା ୯…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ଯମୁନା ଏକ୍ସପ୍ରେସ୍‌ୱେରେ ବୁଧବାର ରାତି ପ୍ରାୟ ୧୧ଟା ୩୦ରେ ଦିଲ୍ଲୀରୁ ମହୋବା ଯାଉଥିବା ଏକ ସ୍ଲିପର ବସ୍‌ରେ ନିଆଁ ଲାଗିଥିଲା। ବସ୍‌ରେ ପ୍ରାୟ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ। ଏହି ଘଟଣାରେ ୮ ଜଣ ପୁରୁଷ ଓ ଜଣେ…

Heavy Rain Alert: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ…

ଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଜଟଣୀ-ପିପିଲି ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୪ଟା ଯାଏଁ ଗୃହକୁ ମୁଲତବୀ କଲେ ଉପବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଚାଲିଥିବା ମୌସୁମୀ ଅଧିବେଶନର ତୃତୀୟ ଦିନରେ MMDR ଆଇନ୍ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସଦସ୍ୟଙ୍କ ତୀବ୍ର ବିରୋଧ ଯୋଗୁଁ ଗୃହର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ସକାଳ ଅଧିବେଶନ ପାଇଁ ଗୃହ ଆରମ୍ଭ ହେବା ମାତ୍ରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି…

ଭୁବନେଶ୍ୱରର ଟେଣ୍ଟ ହାଉସ୍‌ ଷ୍ଟୋର୍‌ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ 

ଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ପାଇକରାପୁର ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସ୍‌ର ଷ୍ଟୋର୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଟେଣ୍ଟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ…

Xi in US: ଜିନପିଙ୍ଗଙ୍କୁ ଖୁସି କରିବାକୁ ସୀମା ଟପିଲେ ଟ୍ରମ୍ପ! ଭାଙ୍ଗିଲେ ପ୍ରୋଟୋକଲ୍; ୧୦୦ ଫୁଟ୍‌ର ରେଡ୍…

ନୂଆଦିଲ୍ଲୀ: ଆମେରିକାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ। ୧୧ ବର୍ଷ ପରେ ଆମେରିକା ଗସ୍ତରେ ପହଞ୍ଚିଥିବା ଜିନପିଙ୍ଗଙ୍କୁ ନିଜେ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରୋଟୋକଲ୍‌ରୁ ବାହାରି  ଟ୍ରମ୍ପ ନିଜେ ଜଏଣ୍ଟ ବେସ୍…

ଏମ୍ସରେ ବାଚସ୍ପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 'ଏକ୍ସ'ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି: "ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା…

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ 'ଗଭୀର ଅବପାତ' ଗତକାଲି ରାତିରେ ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଜୋରଦାର ପବନ ବହିଛି। ଗଭୀର ଅବପାତ…