Latest Odisha News

BREAKING NEWS

Yearly Archives

2026

ସମସ୍ତ ଭାରତୀୟଙ୍କ ଡିଏନଏରେ ଅଛନ୍ତି ମହାଦେବ: ଏପରି ବୟାନ ଦେଇ ବିବାଦରେ ଜାମିଆ ଭିସି

ନୂଆଦିଲ୍ଲୀ: ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ (SFI) ର ଜାମିଆ ୟୁନିଟ୍‌ରେ ମଜହର ଆସିଫଙ୍କ ବୟାନକୁ କଡ଼ା ନିନ୍ଦା କରାଯାଇଛି। ଜାମିଆ ମିଲିଆ ଇସଲାମିଆ ଭାଇସ୍ ଚାନ୍ସେଲର ମଜହର ଆସିଫ କହିଥିଲେ ଯେ ସମସ୍ତ ଭାରତୀୟଙ୍କ ଡିଏନ୍‌ଏରେ ଅଛନ୍ତି ମହାଦେବ। ଏହି ମନ୍ତବ୍ୟକୁ ଜାମିଆ ମିଲିଆ ଇସଲାମିଆର…

ପେନସନ ପାଇଁ ୨ କିମି. ଚାଲିଲେ ବୃଦ୍ଧା, ରାସ୍ତାରେ ଅଚେତ୍…

ପୁରୀ: ଜଣେ ୮୫ ବର୍ଷୀୟା ମହିଳା ବାର୍ଦ୍ଧକ୍ୟ ପେନସନ ଉଠାଇବା ପାଇଁ ଏକ ବ୍ୟାଙ୍କ ଶାଖାକୁ ଚାଲି ଚାଲି ଯାଉଥିବା ସମୟରେ ଚେତାଶୂନ୍ୟ ହୋଇ ପଡ଼ିଥିବା ଜଣାପଡ଼ିଛି। ତାଙ୍କୁ ଗତ ତିନି ମାସ ଧରି ଭତ୍ତା ମିଳିନଥିଲା। ସୂଚନା ଅନୁଯାୟୀ, ସୁକାନ୍ତି ଦେଇ ନାମକ ବୃଦ୍ଧା ପୁରୀ ସତ୍ୟବାଦୀ ବ୍ଲକର…

“ଦୃଶ୍ୟମ ୩”ର ଦମଦାର ଟିଜର ରିଲିଜ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ…

ମୁମ୍ବାଇ: ରିଲିଜ ହେଲା "ଦୃଶ୍ୟମ ୩"ର ଦମଦାର ଟିଜର । ଏହି ଫିଲ୍ମ ଘୋଷଣା ପର ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ନିର୍ମାତାମାନେ ମାଲାୟଲମ ଫିଲ୍ମ "ଦୃଶ୍ୟମ ୩" ର ଟିଜର ସହିତ ଏକ ନୂତନ ପୋଷ୍ଟର ସୋସିଆଲ ମିଡିଆରେ…

US Returns Indian Antiquities: ଭାରତକୁ ୬୫୦ ରୁ ଅଧିକ ପ୍ରାଚୀନ ସାମଗ୍ରୀ ଫେରାଇଲା ଆମେରିକା;ମୂଲ୍ୟ ହେବ ୧୩୩…

ନୂଆଦିଲ୍ଲୀ: ଆମେରିକା ପ୍ରାୟ ୧.୪ କୋଟି ଆମେରିକୀୟ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି ଏବଂ କହିଛି ଯେ ଚୋରି ହୋଇଥିବା ସାମଗ୍ରୀଗୁଡ଼ିକୁ ଏସୀୟ ଦେଶକୁ ଫେରାଇ ଆଣିବା ପାଇଁ "ଅଧିକ କାମ ବାକି ଅଛି"। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୧୩୩ କୋଟି ଟଙ୍କା ହେବ ।…

‘ଭାରତ ଆଇଟି ପାଇଁ ଜଣାଶୁଣା ଏବଂ ପାକିସ୍ତାନ ଆତଙ୍କବାଦ ପାଇଁ…’

ନୂଆଦିଲ୍ଲୀ: ଏଏନଆଇର ଜାତୀୟ ସୁରକ୍ଷା ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ଉପରେ କଠୋର ଆକ୍ରମଣ କରିଛନ୍ତି । ପାକିସ୍ତାନର ପ୍ରକୃତ ଚେହେରାକୁ ପ୍ରକାଶ କରି ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆତଙ୍କବାଦ ରହିଛି, ସେପର୍ଯ୍ୟନ୍ତ ଏହା ଆମର ଶାନ୍ତି, ବିକାଶ ଏବଂ…

ଆଇପିଏଲ ୨୦୨୬: ଶତକ ହାସଲ ମଧ୍ୟ ବିଜୟ ପାଇଁ ପର୍ଯ୍ୟାପ୍ତ ନୁହେଁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର ମଧ୍ୟ ସହଜରେ ଚେଜ ହେଉଛି । ସେହିପରି ବ୍ୟାଟ୍ସମ୍ୟାନଙ୍କ ଶତକ ମଧ୍ୟ ଦଳର ବିଜୟରେ ଗ୍ୟାରେଂଟି ସାବ୍ୟସ୍ତ ହେଉନି । ଟି୨୦ରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବହୁତ ବଡ ଉପଲବ୍ଧି । କ୍ରିକେଟର ଏହି ଫଟାଫଟ ଫର୍ମାଟରେ ରେକର୍ଡ ଅପେକ୍ଷା…

Trump and Putin On Iran’s Uranium: ଫୋନ୍ କଲରେ କଥା କଟାକଟି, ଭରସି ପାରୁନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପ,…

ନୂଆଦିଲ୍ଲୀ: ବୁଧବାର ପୁଣି ଥରେ ଆମେରିକା ରାଷ୍ଟ୍ରପତି ଏବଂ ରୁଷ୍ ରାଷ୍ଟ୍ରପତି ଫୋନ୍ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ। ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷକୁ ସବୁଦିନ ପାଇଁ ସମାପ୍ତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ଫୋନ୍…

ଡିମେରିଟ ପଂଏଟ ସହ ଜରିମାନା ଦଣ୍ଡ ଭୋଗିଲେ ପରାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ବିସିସିଆଇ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ସେ ଡ୍ରେସିଂ ରୁମରେ ୱେପିଙ୍ଗ କରୁଥିବା ଜଣାପଡିଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଇପିଏଲ ଆଚାର ସଂହିତା ୧କୁ ଏହା…

ଜମ୍ମୁ କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦେଖାଇ ଫସିଗଲା ନେପାଳ ଏୟାରଲାଇନ୍ସ

ନୂଆଦିଲ୍ଲୀ: ନେପାଳରେ ବାଲେନ ଶାହଙ୍କ ସରକାର ଗଠନ ହେବା ପରେ କାଠମାଣ୍ଡୁ ଭାରତ ବିରୋଧୀ କାର୍ଯ୍ୟକଳାପର ଏକ ଧାରାବାହିକ ଆରମ୍ଭ କରିଛି। ଏବେ ନେପାଳ ଏୟାରଲାଇନ୍ସ ସମସ୍ତ ସୀମା ଅତିକ୍ରମ କରିଛି। ନେପାଳ ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଫ୍ଲାଇଟ୍ ନେଟୱାର୍କ ମ୍ୟାପ୍ ଜାରି…