UGC NET:ୟୁଜିସି-ନେଟ୍ ପରୀକ୍ଷାରେ ପରିସଂଖ୍ୟାନ ଓ ବନବିଜ୍ଞାନ ସାମିଲ
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ‘ପରିସଂଖ୍ୟାନ’ (Statistics) ଏବଂ ‘ବନ ବିଜ୍ଞାନ’ (Forestry) କୁ ନୂତନ ବିଷୟ ଭାବେ ଅନ୍ତର୍ଭୁକ୍ତ ହୋଇଛି । ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ…