ଯାଜପୁରରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ; ବନ୍ଧା ହେଲେ ୩
ଯାଜପୁର: ଯାଜପୁରରେ ଅବକାରୀ ବିଭାଗ ଅଧିକାରୀମାନେ ୫୨ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁଯାୟୀ, ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ବଲ୍ଲଭୀ ଘାଟ ନିକଟରେ ଅବକାରୀ ଅଧିକାରୀମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଅଭିଯୁକ୍ତମାନେ ଏକ…