Latest Odisha News

BREAKING NEWS

Yearly Archives

2026

ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର

ନୂଆଦିଲ୍ଲୀ: କୋକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ପୋଲିସ ଅନୁଯାୟୀ, ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରିବା ଏବଂ ଏକ ଶାନ୍ତି ବଣ୍ଡ ସ୍ୱାକ୍ଷର…

ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ କୋଚ୍ ପଦ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ ୨୦୨୭ ସଂସ୍କରଣ ପୂର୍ବରୁ ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦଳକୁ ୩ ଥର ଆଇପିଏଲ୍ ଚାମ୍ପିୟନ୍ କରାଇଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଦଳର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ…

ଟିମ୍ ଇଣ୍ଡିଆକୁ ଆଉ ଫେରିବେ ନାହିଁ ରବୀନ୍ଦ୍ର ଜାଡେଜା ? ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ:ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଦିନିକିଆ ସ୍କ୍ୱାଡ୍‌ରୁ ଅଭିଜ୍ଞ ଅଲ୍-ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବାଦ ଦିଆଯିବା ପରେ କ୍ରିକେଟ୍ ଦୁନିଆରେ ଚର୍ଚ୍ଚା ଜୋର୍ ଧରିଛି । ଏହାପରେ ଦିନିକିଆ କ୍ରିକେଟ୍‌ରେ ଜାଡେଜାଙ୍କ କ୍ୟାରିୟର୍ ଶେଷ ହୋଇଯାଇଛି କି ନାହିଁ, ସେ ନେଇ…

ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର୍ ରମେଶ ପାୱାର ବିସିସିଆଇର ସିନିୟର୍ ମେନ୍ସ ସିଲେକ୍ସନ୍ କମିଟିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସ୍ଥାନ ନେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ବର୍ତ୍ତମାନ ପୂର୍ବତନ…

ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍‌ଆଉଟ୍‌

କଲୋମ୍ବୋ: ଶ୍ରୀଲଙ୍କାରେ ଏକ ବଡ଼ଧରଣର ଗ୍ରିଡ୍‌ ବିଫଳତା କାରଣରୁ ସାରା ଦେଶରେ ବିଦ୍ୟୁତ୍ ସେବା ଠପ୍‌ ହୋଇଯାଇଛି। ଶନିବାର ଦିନ ମଧ୍ୟାହ୍ନରେ ଏହି ବଡ଼ଧରଣର ବିଦ୍ୟୁତ୍ ସଙ୍କଟ ଦେଖାଦେଇଥିଲା, ଯାହାଫଳରେ ସମଗ୍ର ଦେଶ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଥିଲା। ଏହି…

Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଶୀତଋତୁ ସମୟରେ ସୀମା ଆରପାରିରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟଣା ବୃଦ୍ଧି ପାଇଥାଏ। ତେବେ, ସୁରକ୍ଷା ବାହିନୀର କଡ଼ା ସତର୍କତା ଯୋଗୁଁ ଏଭଳି ଅନୁପ୍ରବେଶ ଉଦ୍ୟମଗୁଡ଼ିକୁ ସଫଳତାର ସହ ରୋକାଯାଇପାରୁଛି। ଏହି ସମୟରେ, ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଥିବା…

Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା…

ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିରଙ୍ଗା ମାର୍ଚ୍ଚକୁ ନେଇ ବିବାଦ। ବିରୋଧ ପ୍ରଦର୍ଶନ ସମୟରେ ଜଣେ CRPF ଯବାନଙ୍କୁ ଚାପୁଡ଼ା ମାରିବା ଏବଂ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ଦିଲ୍ଲୀ ପୋଲିସ ଶନିବାର ଏକ ଭିଡିଓ ଜାରି କରିଛି। ତେବେ ଘଟଣାରେ କିଏ…

Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍‌ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ…

ହାଇଦ୍ରାବାଦ: ଆଇପିଏଲ୍‌ର ଲୋକପ୍ରିୟ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନ୍‌ଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଦୀର୍ଘଦିନ ଧରି ତାଙ୍କ ବିବାହକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଏହି…

ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ

ନୂଆପଡା: ଶ୍ରମିକ ଚାଲାଣ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଉଥିଲେ।…

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ, OAS-A (JB)ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସରକାରୀ…