ଅକ୍ଟୋବର ୧ରୁ ବଦଳିବ FDର ନିୟମ! ଟଙ୍କା ରଖିବା ପୂର୍ବରୁ ଥରେ ପଢିନିଅନ୍ତୁ କ’ଣ ହେବ ପରିବର୍ତ୍ତନ…
ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ବା FD କରୁଛନ୍ତି, ତେବେ ଅକ୍ଟୋବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଜାଣି ରଖିବା ଜରୁରୀ। RBI ପକ୍ଷରୁ FDର ସୁଧ ହାର ସମ୍ପର୍କରେ ବ୍ୟାଙ୍କଗୁଡ଼ିକ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ତେବେ ଏହାର ଅର୍ଥ ଅକ୍ଟୋବର ୧ରୁ…