ରାଜ୍ୟସଭା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ; ହୋଇପାରେ ବଡ଼ ଗେମ୍
ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସମ୍ଭାବ୍ୟ ମେଣ୍ଟ ଏବଂ ସମୀକରଣକୁ ନେଇ ମତ ଦେବା ଆରମ୍ଭ କରିସାରିଲେଣି।
ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣା ବିଷୟରେ ଆଲୋଚନା…