ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ
ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ଏବେ ଏକ ନୂଆ ଏବଂ ସାଂଘାତିକ ସମସ୍ୟା ଦେଇ ଗତି କରୁଛି । ସହରର ରାସ୍ତାଘାଟରେ ମୋବାଇଲ୍ ଫୋନ୍ ଛିନତାଇ କିମ୍ବା ଲୁଟ୍ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲଣ୍ଡନକୁ ଏବେ 'ଫୋନ୍ ସ୍ନାଚିଂ କ୍ୟାପିଟାଲ୍' ବା 'ଫୋନ୍ ଲୁଟ୍ର ରାଜଧାନୀ' ବୋଲି କୁହାଯାଉଛି ।…