ପିପିଲି : ପୋଲିସ ହାତରେ ଧରାପଡିଲା ବ୍ରାଉନ ସୁଗାର ବ୍ୟବସାୟୀ । ପିପିଲି କାକୁଡିଆ ଛକରୁ ୩୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅବିନାସ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ବିକ୍ରି କରୁଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ । ଅଭିଯୁକ୍ତ ଅବିନାସକୁ ଗିରଫ କରିବା ସହ କୋର୍ଟ ଚାଲଣ କରିଛି ପୋଲିସ । ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କାର୍ଡର ସୁପରିଟେଣ୍ଡଣ୍ଟ କହିଛନ୍ତି ।
BREAKING NEWS
- ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ
- Similipal Tigress Zeenat:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର;ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ
- ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ
- ଦେଖୁଦେଖୁ ବୁଡ଼ିଗଲା ଏମ୍ ଭି ଓସେନ୍ ଓ୍ବିନର; ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ…
- Odisha Food Safety Drive:ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ; ଏଯାଏଁ ୩,୬୦୫ କେଜି ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ
- ଭାରତକୁ ମିଳିବ ଆମେରିକାର ସାଂଘାତିକ ‘ଜାଭେଲିନ୍’ ଆଣ୍ଟି-ଟ୍ୟାଙ୍କ ମିସାଇଲ୍: ଜାଣନ୍ତୁ ଏହାର ପ୍ରଯୁକ୍ତି ଓ ଯୁଦ୍ଧ କ୍ଷମତା
- କଲେଜ କ୍ୟାଣ୍ଟିନ୍ରେ ଆଉ ହେବନି ପୁରି ଓ ବରା, ତେଲିଆ ଖାଦ୍ୟ କମାଇବାକୁ ପରାମର୍ଶ
- ଭିଜିଲାନ୍ସ ଜାଲରେ ଜେଆରଏ, ୬ ହଜାର ନେଇ ଫସିଲେ
- ଦୁର୍ଦ୍ଦାନ୍ତ ଅପରାଧୀ ଶିବା ନାମରେ ଏନଏସଏ ଲାଗୁ
- ସମୂହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପକ, ଜାଣନ୍ତୁ କାହିଁକି

Comments are closed.