କାମାକ୍ଷାନଗର : ପେଟ୍ରୋଲିଂ ବେଳେ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୋଲିସ । ପଣ୍ଡୁଆ ରାସ୍ତାରେ ସ୍କୁଟି ଯୋଗେ ମଦ ଚାଲାଣ କରୁଥିଲା ଜଣେ ବ୍ୟକ୍ତି । ଢେଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଅବକାରୀ ଟିମ୍ ସେହି ମଦ ମାଫିଆକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ୬୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁର ମୁନା ରାଉତ । ମୁନା ନିଜ ସ୍କୁଟିରେ ମଦ ନେଇ ପଣ୍ଡୁଆ ଅଞ୍ଚଳକୁ ଯାଉଥିବା ବେଳେ କାବୁ କରିଥିଲା ପୋଲିସ । ଏନେଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
BREAKING NEWS
- ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ; ଆରମ୍ଭ ହେଲା e-Zero FIR
- Mother Decides Pregnancy: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ୍…ଗର୍ଭ ରଖିବେ ନା ଗର୍ଭପାତ କରିବେ? ନିଷ୍ପତ୍ତି କେବଳ ମହିଳାଙ୍କର…
- ଏଆଇ କମାଲ୍ ପଡ଼ିଲା ମହଙ୍ଗା: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ
- AI Ransomware: ମଣିଷ ନୁହେଁ…ଟଙ୍କା ଖାଇଯିବ AI! ଆପଣଙ୍କ ତଥ୍ୟ ଚୋରି କରି, ଆପଣଙ୍କୁ କରିବ ବ୍ଲାକମେଲ୍…
- ଫୁଲୁଛି ମହାନଦୀ, କାଲି ମାଡ଼ି ଆସିବ ବନ୍ୟା ଜଳ: ଖୋଲିବାକୁ ଯାଉଛି ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍
- କେତନ ହତ୍ୟା ମାମଲାରେ ବଡ଼ ଖୁଲାସା: ସିଆ ଏବଂ ଚେତନଙ୍କ ‘ସିକ୍ରେଟ୍ ୱେଡିଂ’…
- ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବାକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ
- ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
- ରାଜଧାନୀରେ ଆତଙ୍କ: ପୁଣିଥରେ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ପୁଣି ମନ୍ଦିରରୁ ସିରିଜ୍ ଚୋରି;ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍
Comments are closed.