Latest Odisha News
Browsing Tag

Kamakhyanagar

ଦୁଃଖ ଦେଉଛି ପ୍ଲାଣ୍ଟ, ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି ଗାଁ ଲୋକେ

କାମାକ୍ଷାନଗର : ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକେ । ଦୈନନ୍ଦିନ ଜୀବନରେ ଦୁଃଖ ସାଜିଛି ପ୍ଲାଣ୍ଟର ପ୍ରଦୂଷଣ ମାତ୍ରା । ଜଳ,ଖାଦ୍ୟ , ସ୍ୱାସ୍ଥ୍ୟ ଉପରେ ପଡୁଛି ପ୍ରଭାବ । ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ପ୍ଲାଣ୍ଟ ନାଁରେ ଆଣିଛନ୍ତି  ଅଭିଯୋଗ ।…

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ, ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ…

ରାସ୍ତା ତଳକୁ ଖସିଲା ବସ୍‌ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା…

ନାବାଳକ ମୁଣ୍ଡରେ ସଂସାର ବୋଝ; ମୂର୍ତ୍ତି ଗଢ଼ି ଚଳାଉଛନ୍ତି ପରିବାର

କାମାକ୍ଷାନଗର: ଆଖିରେ ଉଙ୍କି ମାରୁଛି ନୂଆ ସମ୍ଭାବନା । ଅନେକ ସ୍ୱପ୍ନ। ଆକାଂକ୍ଷା ନେଇ ଛାତିର କୋହକୁ ଚାପି ଦେଇ ବାଟ ଚାଲୁଛି ୧୬ ବର୍ଷର ନାବାଳକ । ମୁଣ୍ଡ ଉପରେ ପାଞ୍ଚ ପ୍ରାଣୀ କୁଟୁମ୍ବ । ଅଭାବ ଭିତରେ ଚାପି ହୋଇଯାଇଛି ବାଳୁତର ଭବିଷ୍ୟତ । ତଥାପି ହାର ମାନିନାହିଁ ।  ଆଉ ସେମାନଙ୍କ ମୁହଁରେ…

ଗଛ ସହ କଥା ହେବା ସହ ସଙ୍ଗୀତ ଶୁଣାନ୍ତି ବିଶ୍ଵନାଥ

କାମାକ୍ଷାନଗର : ହାରମୋନିୟମ ବଜାନ୍ତି, ଗୀତ ବି ଗାଆନ୍ତି । ଏହା କୌଣସି ମଣିଷ ପାଇଁ ନୁହେଁ ବରଂ ଗଛ ପାଇଁ । ଆପଣଙ୍କର ବିଶ୍ୱାସ ନହେଉଥିଲେ ମଧ୍ୟ ଏହା ସତ। ଗଛ ସହ କଥା ହେଉଛନ୍ତି ସେମାନଙ୍କୁ ଗୀତ ବି ଶୁଣାଉଛନ୍ତି । ସମ୍ପୂର୍ଣ୍ଣ ଘର ପାଲଟିଛି ପୁଷ୍ପପାରିଜାତର ରଙ୍ଗମହଲ । କୌଣସି ସହରୀ…

କାମାକ୍ଷାନଗର ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ :  ଡକାୟତି ଯୋଜନା ପଣ୍ଡ । କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା ।  ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।…

ଅଧିକାରୀଙ୍କ ଅବହେଳା ଯୋଗୁଁ NMMS ପରୀକ୍ଷାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ

କାମାକ୍ଷାନଗର : ଜାତୀୟ ସ୍ତରରେ ଆୟୋଜିତ ହେବାକୁ ଥିବା NMMS ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଜଣେ ମେଧାବୀ ଛାତ୍ରୀ  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ଚଳିତ ବର୍ଷ ଫେବୃଆରୀ…

ପୂଜା ବେଳେ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗିଦେଲେ ୨ ଭଉଣୀ

କାମାକ୍ଷାନଗର: ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ଆବାହନ ପ୍ରତିଟି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖରିତ ହୋଇ ଉଠିଛି । ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଭଉଣୀଙ୍କ ହାଇଡ୍ରାମା ପାଇଁ ବିଦ୍ୟାଦାତ୍ରୀ…

କାଠ ମାଫିଆକୁ ଧରିଲେ ଗାଁ ପ୍ରକୃତି ସୁରକ୍ଷା ସମିତି

କାମାକ୍ଷାନଗର: ଲକ୍ଷାଧିକ ଟଙ୍କାର କାଠ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ ଖସି…

ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କଲେ ୧୧ ବର୍ଷର ବାଳକ

କାମାକ୍ଷାନଗର : ବୟସ ସିନା କମ୍ କିନ୍ତୁ ମୁଣ୍ଡରେ ଅନେକ ଇନଭେଟିଭ୍ ଆଇଡ଼ିଆ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ୧୧ ବର୍ଷର ବାଳକ ପ୍ରତୀକ । ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ।…