Latest Odisha News

ସୁନ୍ଦରଗଡ଼ ଜିଲ୍ଳାରୁ ସର୍ବାଧିକ ୯୨ ସୁସ୍ଥ, ଆଜି ମୋଟ ଆରୋଗ୍ୟ ୯୦୫

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୯୦୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

 

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୧୩,୯୬୧ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୩,୦୫,୮୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୬୪୦ ଜଣ ମୃତ୍ୟୁ ବରଣ କରିଛନ୍ତି।

Leave A Reply

Your email address will not be published.