ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କାୟା । ପ୍ରତିଦିନି ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୬୦ ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୨ ହଜାର ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ ହଜାର ୭୦୩କୁ ବୃଦ୍ଧି ପାଇଛି ।

କରୋନା ନେଲାଣି ୯୫ ହଜାର ଜୀବନ
ସେହିପରି ଦେଶରେ ୯୫ ହଜାର ପାର କରିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧ ହଜାର ୩୯ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯୫ ହଜାର ୫୪୨ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୫୭% ।
ସୁସ୍ଥ ସଂଖ୍ୟା ୫୦ ଲକ୍ଷ ପାର

ସଂକ୍ରମଣ ବଢୁଥିଲେ ବି ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଦେଶରେ ୫୦ ଲକ୍ଷ ପାର କରିଛି ସୁସ୍ଥଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷ ୧୬ ହଜାର ୫୨୧ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଅର୍ଥାତ ଦେଶରେ ସୁସ୍ଥତା ହାର ରହିଛି ୮୨.୫୮% । ୧୧ ଦିନ ଭିତରେ ଶେଷ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ଟିଭ କେସ୍ ରହିଛି ୯ ଲକ୍ଷ ୬୨ ହଜାର ୬୪୦ ।
BREAKING NEWS
- ଖଦି ଫ୍ୟାଶନ ଶୋ’ରେ ପରମ୍ପରା ଓ ଆଧୁନିକତାର ଫ୍ୟୁଜନ୍, ଗଂଜାମର କନ୍ଥା ଓ ଜାପାନର ବୋରୋ ବସ୍ତ୍ରଶିଳ୍ପର ଅପୂର୍ବ ମିଳନ
- ଥାନା ସାମ୍ନାରେ ବିଷ ପିଇଲେ ବୃଦ୍ଧ, ପୁଅ ଓ ବୋହୂ ବିରୋଧରେ ନିର୍ଯାତନା ଅଭିଯୋଗ…
- ଟ୍ରକ୍ ଧକ୍କାରେ ଯୁକ୍ତ ୨ ଛାତ୍ର ମୃତ, ରାସ୍ତା ଅବରୋଧ କଲେ ଲୋକେ…
- Ramayana: ବକ୍ସ ଅଫିସରେ ‘ରାମାୟଣ’ର ରାଜୁତି, ୨୩ ଦିନରେ ୧୦୦୦ କୋଟି କ୍ଲବ୍ରେ ଏଣ୍ଟ୍ରି…ଭାଙ୍ଗିଲା ବଡ଼ ରେକର୍ଡ!
- ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ, ୩୦ ହଜାର ଲାଞ୍ଚ ନେଉଥିଲେ
- ଆଫଗାନିସ୍ତାନରେ ତାଲିବାନର ନୂଆ ଫତୱା: ମହିଳାଙ୍କଠାରୁ ଛଡ଼ାଇ ନିଆଗଲା ପରିଚୟ, ‘ବିବି’, ‘ଛେଳି’ ଓ ‘ଗାଈ’ ନାଁରେ ଡାକିବାକୁ ନିର୍ଦ୍ଦେଶ
- ଇଣ୍ଡିଆ ବ୍ଲକ୍ର ବୈଠକ ପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍ଗେ, କହିଲେ ଏସସି ଓ ଏସଟିଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନି
- ୧୩୨ତମ ସମ୍ବିଧାନ ସଂଶୋଧନ ବଡ଼ ପଦକ୍ଷେପ: ସମସ୍ତ ରାଜ୍ୟରେ ଲୋକଙ୍କ ପ୍ରତିନିଧିତ୍ୱ ବଢ଼ାଇବା କହିଲେ ଗୃହ ମନ୍ତ୍ରୀ
- ବାହାରିନରେ ‘ବିକାସ୍’ର ମହୋତ୍ସବ, ଚମକିଲା ଓଡିଶା କଳା, ସଂସ୍କୃତି ଓ ପରମ୍ପରା
- ମହିଳା ସଂରକ୍ଷଣ ବିଲ୍ ନେଇ ମୋଦୀଙ୍କ ଦୃଢ଼ୋକ୍ତି: “କୌଣସି ରାଜନୈତିକ ଦଳ ଏହାକୁ ରୋକି ପାରିବେ ନାହିଁ”
Comments are closed.