Latest Odisha News

BREAKING NEWS

ସୁପର୍‌ହିରୋ ପାଇଁ ସଜବାଜ ହେଉଛନ୍ତି କାଟ୍ରିନା

ମୁମ୍ବାଇ:  କାଟ୍ରିନା କୈଫ୍ ତାଙ୍କ ଆଗାମୀ ମୁଭି ‘ସୁପର୍‌ହିରୋ’ର ସୁଟିଙ୍ଗ୍‌ ପାଇଁ ସଜବାଜ ହେଉଛନ୍ତି। ଏଥିପାଇଁ ସେ ବ୍ୟାୟାମ୍‌ କରି ନିଜ ଶରୀରକୁ ଫିଟ୍ ରଖୁଛନ୍ତି।

ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଟିଂ ପାଇଁ ପୂରା ଟିମ୍‌ ଏବେ ଦୁବାଇରେ ପହଞ୍ଚିଛନ୍ତି। ‌କରୋନା କଟକଣା ଦୃଷ୍ଟିରେ ରଖି ପୂରା ସେଟ୍‌କୁ ଏଥର ଦୁବାଇରେ ପ୍ରସ୍ତୁତ କରାଯାଇଛି।

ଏହି ଚଳଚ୍ଚିତ୍ରର ସିରିଜ୍‌ ପ୍ରସ୍ତୁତ ହେଉଥିବାରୁ ଏଥିରେ ଏକ ଅନ୍ତର୍ଜାତୀୟ ଦଳ ମଧ୍ୟ କାମ କରୁଛନ୍ତି।

Comments are closed.