ଫ୍ରେଞ୍ଚ ଓଫନ୍ ଜିତିଲେ ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ । ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଛନ୍ତି । ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଏକତରଫା ମୁକାବିଲାରେ ନାଡାଲ ୬-୦, ୬-୨, ୭-୫ରେ ଜୋକୋଭିଚଙ୍କୁ ପରାସ୍ତ କରିଥିଲେ ।

ଏହାକୁ ମିଶାଇ ୧୩ଥର ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଲେଣି କିଙ୍ଗ ଅଫ୍ କ୍ଲେ ରାଫେଲ୍ ନାଡାଲ୍ । ଏହାସହ ସ୍ୱିଜରଲ୍ୟାଣ୍ଡ ଟେନିସ୍ ତାରକା ରୋଜର ଫେଡେରେରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ସହ ସମକକ୍ଷ ହୋଇଛନ୍ତି ନାଡାଲ । ଏହାପୂର୍ବରୁ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ବିଜୟୀ ହେବାର ରେକର୍ଡ ଫେଡେରରଙ୍କ ନାଁରେ ଥିଲା ।
BREAKING NEWS
- ସାଂସଦ ସୁଜିତ କୁମାରଙ୍କ ଅଭିଯୋଗ କ୍ରମେ ଆକ୍ସନ: ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
- Delhi ‘spy couple’:ISIର ଗୁପ୍ତଚର ନେଟୱାର୍କ ଠାବ… ସ୍ପେଶାଲ୍ ସେଲ୍ ଦ୍ୱାରା ଏକ ଦମ୍ପତି ଗିରଫ; ପାକିସ୍ତାନକୁ ଭାରତୀୟ ସିମ୍ କାର୍ଡ ପଠାଉଥିଲେ…
- ନେପାଳରେ ଭୟଙ୍କର ବନ୍ୟା: ହିମସ୍ଖଳନ ନା ଭୂକମ୍ପ, କେଉଁ କାରଣରୁ ଭୋଟେକୋଶୀରେ ଆସିଲା ପ୍ରଳୟ?
- ବିଜେପି ବିରୋଧରେ ଗର୍ଜିଲେ ମମତା: “ଦେଖିବି ସେମାନଙ୍କ ପାଖରେ କେତେ ଅଣ୍ଡା ଓ ଇଟା ଅଛି”
- ପୁଣି ବଦଳିବ ପାଗ, ୨୯ରେ ନୂଆ ଲଘୁଚାପ: ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
- ଜାନୁଆରୀରେ ଭାରତ-ବାଂଲାଦେଶ ସିରିଜ୍ ସମ୍ଭାବନା
- ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ନୟାଗଡ଼ ଚିନି କଳ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ
- ଏସୀୟ କ୍ରୀଡ଼ା: ଜାପାନର ସୁବିଧା ସୁଯୋଗକୁ ନେଇ ବିସିସିଆଇ ଅସନ୍ତୁଷ୍ଟ, କିନ୍ତୁ ପୂର୍ଣ୍ଣାଙ୍ଗ ଦଳ ପଠାଇବ
- Similipal Tigress Zeenat:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର;ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ
- ଭାରତ-ଏ ଦଳରେ ଓଡ଼ିଶାର ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ

Comments are closed.