ଭୁବନେଶ୍ୱର: ମହଙ୍ଗା ପଡିଲା ବାର୍ରେ ବାର୍ଥ ଡେ’ ପାଳନ । ଭୁଲିଗଲେ କୋଭିଡ କଟକଣା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍ ସିଲ୍ କଲା ପୋଲିସ । ଭୁବନେଶ୍ୱର ଇନ୍ଫୋସିଟି ଅଚଂଳରେ ଥିବା ଇକୋ ବାର୍ ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ସିଲ୍ କରିଛି । ବାର୍ଥ ଡେ ପାଳନ ବେଳେ କାହାରି ମୁହଁରେ ମାସ୍କ ନଥିଲା । ସାମାଜିକ ଦୂରତା ମଧ୍ୟ ପାଳନ କରିନଥିବା ଅଭିଯୋଗ ହୋଇଛି ।
BREAKING NEWS
- ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…
- ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି
- କଟକରୁ ୭୦ କୁଇଣ୍ଟାଲର ନକଲି ପନିର ଜବତ
- Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ ସରକାର;ପୂର୍ବ ଭାରତର ରୋଗୀ ହେବେ ଉପକୃତ
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ହାତୀ କଙ୍କାଳ ଉଦ୍ଧାର ଘଟଣା:୨ ଦାନ୍ତ ଜବତ,୪ ଅଭିଯୁକ୍ତ ଗିରଫ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ
- ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !
- Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’

Comments are closed.