ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।
ଭୁବନେଶ୍ୱର ସମେତ କଟକରେ ବି ଦେଖିବାକୁ ମିଳିଥିଲା କୁହୁଡ଼ିର ଆସ୍ତରଣ । ଫଳରେ ଜାତୀୟ ରାତପଥରେ ଗାଡ଼ି ଚାଳନା ବାଧାପ୍ରାପ୍ତ ହୋଇଥିଲା । ସେହିପରି ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଘନ କୁହୁଡ଼ି ଆସ୍ତରଣ । ପାଣିପାଗ ବିଭାଗ କହିଛି, ଏପରି କୁହୁଡ଼ି ଆସନ୍ତାକାଲି ବି ଦେଖାଯାଇପାରେ ।
BREAKING NEWS
- ଯଦି କକ୍ରୋଚକୁ ଗିରଫ କର; ୪୨ ଦିନିଆ ଅନଶନ ଆରମ୍ଭ ହେବ, ଜାଣନ୍ତୁ କିଏ ଦେଲେ…
- ସକାଳୁ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜଧାନୀ
- Cockroach Janta Party protest: ଦିଲ୍ଲୀରେ ‘କକ୍ରୋଚ୍ ଜନତା ପାର୍ଟି’ ଫାଉଣ୍ଡର, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ମୁହାଁ କକ୍ରୋଚ୍…
- ‘Ocean of energy’ found: ତେଲ ଚିନ୍ତା ଗଲା! ପ୍ରାକୃତିକ ଗ୍ୟାସର ଭଣ୍ଡାର ଖୋଜି ପାଇଗଲା ଅଏଲ୍ ଇଣ୍ଡିଆ, ସମୁଦ୍ର ତଳେ ମିଳିଲା ଖଜାନା…
- ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଭୋକ ଶୋଷରେ ଗଲା ୫୦ ଜୀବନ
- ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
- E85 Fuel: ଆସିଗଲା ଶସ୍ତା ତୈଳ, ପେଟ୍ରୋଲ ଠୁ ୨୦ ଟଙ୍କା କମ୍
- RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି
- Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର
- ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ
Comments are closed.