ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ ବଢୁଛି । କିନ୍ତୁ ଅକ୍ଟୋବର ମାସ ଅପେକ୍ଷା ଦୈନିକ କେସ୍ କମ୍ ରହିଛି । ଏବେ ପ୍ରତିଦିନ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୬୪୪ ଜଣ । କ୍ୱାରେଣ୍ଟାଇନରୁ ୩୬୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୭୫ ।
ଖୋର୍ଦ୍ଧାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କଟକରେ ବଢ଼ିଛି । ଗତ ୨୪ ଘଣ୍ଟାରେ କଟକରୁ ସର୍ବାଧିକ ୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ରହିଛି ୪୯ । ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ଆଉ ୬୨ ପଜିଟିଭ୍ । ଅନୁଗୁଳ କରୋନା ପଜିଟିଭ୍ ତାଲିକାରେ ଆଉ ୫୦ ଆକ୍ରାନ୍ତଙ୍କ ନାଁ ଯୋଡ଼ିଛି ।
Covid-19 Report For 25th November
New Positive Cases: 644
In quarantine: 369
Local contacts: 275(Details of local contacts will be shared by concerned District Administration)
District Wise Cases:
1. Angul: 50
2. Balasore: 11
3. Bargarh: 19
4. Bhadrak: 11
5. Balangir: 32— I & PR Department, Odisha (@IPR_Odisha) November 26, 2020
ବାକି ସବୁ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ହଜାର ୬୪୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ୩ଲକ୍ଷ ୮ହଜାର ୧୦୨ ଆକ୍ରାନ୍ତ । ଏବେ ୬ହଜାର ୭୮୬ଟି ଆକ୍ଟିଭ୍ କେସ୍ ରହିଛି ।
22. Mayurbhanj: 36
23. Nawarangpur: 11
24. Nayagarh: 4
25. Nuapada: 36
26. Puri: 16
27. Rayagada: 4
28. Sambalpur: 15
29. Sonepur: 2
30. Sundargarh: 62
31. State Pool: 10New recoveries: 728
Cumulative tested: 5732590
Positive: 316645
Recovered: 308102
Active cases: 6786— I & PR Department, Odisha (@IPR_Odisha) November 26, 2020
Comments are closed.