Latest Odisha News

BREAKING NEWS

ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଆସନ୍ତା ସୋମବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ. ମୁରଲୀଧର । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ଅଭୟ, ଉନ୍ନୟନ କମିଶନ ପ୍ରଦୀପ ଜେନା, ପୋଲିସ କମିଶନର ସୁଧାଂଶୁ ସଢଙ୍ଗୀ ପ୍ରମୁଖ କାର‌୍ୟ୍ୟକ୍ରମରେ ଯୋଗ ଦେବେ ।

Comments are closed.