Latest Odisha News

BREAKING NEWS

Browsing Tag

Chief Justice

ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୂରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବେ । ଜଷ୍ଟିସ୍ ଏସ୍ ମୂରଲୀଧରଙ୍କ ସ୍ଥାନରେ…

କଳାହାଣ୍ଡି ଜିଲ୍ଲାରେ ୨ଟି କୋର୍ଟର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଏବଂ କେସିଙ୍ଗା ଠାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି । କୋଠା ଉଦଘାଟନୀ ଅବସରରେ ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ…

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।…

ଶ୍ରୀମନ୍ଦିରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଳେ ସେ କୋଭିଡ ରିପୋର୍ଟ ଦେଖାଇବା ପରେ ଦର୍ଶନ କରିଥିଲେ । ଜଷ୍ଟିସ ଏସ. ମୁରଲୀଧର ଗତ ୪ ତାରିଖରେ ଓଡ଼ିଶା ହାଇକୋର୍ଟର…

ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଆସନ୍ତା ସୋମବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ. ମୁରଲୀଧର । ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ…