ପୁରୀ: ଅପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ପୋଲିସ । ପୁରୀ ଜିଲ୍ଲାର ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁ ଅଞ୍ଚଳରେ ୨୪ ଘଣ୍ଟିଆ ପଇଁତରା ମାରିବ ପିସିଆର । କଣ୍ଟ୍ରୋଲ ରୁମକୁ ଡାଏଲ କରୁଥିବା ବ୍ୟକ୍ତିଙ୍କ ପାଖରେ ତୁରନ୍ତ ପହଞ୍ଚିଯିବ ପିସିଆର ଭ୍ୟାନ୍ । ଏନେଇ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଆଉ ୫ଟି ନୂଆ ପିସିଆର ଭ୍ୟାନକୁ ପେଟ୍ରୋଲିଂରେ ସାମିଲ କରାଯାଇଛି ।
ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପୁରୁଣା ପିସିଆର ଭ୍ୟାନକୁ ବଦଳାଯିବ । ନୂଆ ଇନୋଭା ଗାଡିକୁ ସାମିଲ କରାଯିବ ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସକୁ ଲୋକଙ୍କ ଅଧିକ ନିକଟତର ଓ ବିଶ୍ୱାସଭାଜନ କରିବାକୁ ଜିଲ୍ଲା ପୋଲିସ ଏଭଳି ପଦକ୍ଷେପ ନେଇଛି ।
BREAKING NEWS
- ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ
- ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା
- ବିମାନରେ ବସିବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ୫ଟି ଖାଦ୍ୟ, ଜାଣନ୍ତୁ କାରଣ..
- ୧୯ରୁ ମାଟ୍ରିକ୍ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ
- ଅନ୍ତିମ ଯାତ୍ରାରେ ଦେବେନ୍ଦ୍ର, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ
- ଜଳୁଛି ପଶ୍ଚିମ ଓଡ଼ିଶା: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ପୁଣି ଚନ୍ଦ୍ରରେ ଉଡିବ ତ୍ରିରଙ୍ଗା
- ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି ପାଇବେ ଅନେକ ଫାଇଦା…
- ଭାରତରେ କେତେ ପ୍ରତିଶତ ମହିଳା କରିନାହାନ୍ତି ବିବାହ?
- ବାଇକ ଉପରେ ଚଢ଼ିଗଲା ଟ୍ରକ, ଦୁଇ ବାଇକ୍ ଆରୋହୀ ମୃତ
Comments are closed.