ସୁନ୍ଦରଗଡ଼: କଟନି ଛଟନି ଓ ଟୋକନ ନ ମିଳିବାରୁ ତାତିଲେ ଚାଷୀ । ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତାକୁ ଓହ୍ଲଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କର ଅନ୍ତର୍ଗତ କରମଡିହି ଜସପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ବସ୍ତା ଓ ଟ୍ରାକ୍ଟର ରଖି ରାସ୍ତାରୋକ କରିଛନ୍ତି । ଚାଷୀ ଅଭିଯୋଗ କରିଛନ୍ତି, ବାଲିଶଙ୍କରାରେ ଅଭାବୀ ଧାନ ବିକ୍ରିର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଥିଲେ । କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ଟୋକନ ଅବ୍ୟବସ୍ଥା ଓ କଟନି ଛଟନି ପାଇଁ ହଇରାଣ ହେଉଥିବା ଅଭିଯୋଗରେ ରାସ୍ତାରୋକ କରିଛନ୍ତି ଚାଷୀ ।
BREAKING NEWS
- ବ୍ରିଟେନ୍ ରାଜନୀତିରେ ମହାଭୂକମ୍ପ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍, ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀ ଆଉଟ୍
- ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ, ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ଆଇନଜୀବୀମାନଙ୍କ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି
- Maoist Dump: ଜଙ୍ଗଲରେ ମାଓ ଡମ୍ପ୍ ଠାବ;ଡିଭିଏଫ ଯବାନ ଉଦ୍ଧାର କଲେ ବିପୁଳ ମାଓ ଅସ୍ତ୍ରଶସ୍ତ୍ର
- NEET UG ପରୀକ୍ଷା; ସୋଲଭର ଗ୍ୟାଙ୍ଗର ୩୦ ଗିରଫ, ନକଲି ପରୀକ୍ଷାର୍ଥୀ…
- ରାୟଗଡ଼ା ଭିଡ଼ ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ୍ ଦାଖଲ କରାଯାଉ: ମହିଳା କମିଶନ
- ଭିଡ଼ ହିଂସା; ଫଟୋ ନ ଉଠାଇ ସାହାଯ୍ୟ କରନ୍ତୁ: CAW ଏଡିଜି ଏସ୍ ସାଇନି
- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା; କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି
- ରାମ ମନ୍ଦିର ଦାନ ଦକ୍ଷିଣା ଚୋରି ବିବାଦ: ଦାନ ଗଣନାରୁ ହଟିଲେ ୪୦ କର୍ମଚାରୀ, ନୂଆ ଦଳକୁ ମିଳିଲା ଦାୟିତ୍ୱ
- ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର

Comments are closed.